Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ମୀରା ରାଜପୁତଙ୍କ ଲେହେଙ୍ଗା ଦାମ୍ ୩ ଲକ୍ଷ , ପୁଣି ପିନ୍ଧିଲେ ଓ୍ଵେଡିଙ୍ଗ୍ ଗହଣା

25/06/2021 at 3:59 PM

ମୁମ୍ବାଇ ୨୫।୦୬: ଵଲିଉଡର ଚକୋଲେଟ୍ ହିରୋ ସାହିଦ କପୁର ଓ ତାଙ୍କ ପତ୍ନୀ ମୀରା ରାଜପୁତ୍ ସାଧାରଣତଃ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତିା ମୀରା ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଆସିନଥିଲେ ମଧ୍ୟ ସେ ବେଶ ଜଣାଶୁଣା। ମୀରାଙ୍କ ଡ୍ରେସିଙ୍ଗ ସେନ୍ସ ସବୁବେଳେ  ଲାଇମ୍ ଲାଇଟକୁ ଆସିଥାଏା  ତାଙ୍କ ଲୁକ୍ସ ପାଇଁ  ତାଙ୍କର ଫଲୋୟର୍ସ ମଧ୍ୟ ବହୁତ।

କିନ୍ତୁ ଆମେ ଆଜି ମୀରାଙ୍କ ଡ୍ରେସିଙ୍ଗ୍ ସେନ୍ସ ବଦଳରେ ତାଙ୍କ ବିବାହର ଲେହେଙ୍ଗା ବିଷୟରେ କିଛି କହିବୁ । ମୀରା ସେହି ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ ଯିଏ ତାଙ୍କ ପୋଷାକ ଓ ଗହଣାକୁ ଦ୍ବିତୀୟ ଥର ପାଇଁ ପିନ୍ଧିବାକୁ କୁଣ୍ଠାବୋଧ କରନ୍ତି ନାହିଁ ।

ମୀରା ଓ ସାହିଦ କପୁର୨୦୧୫ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲୋ ଏଥିପାଇଁ ମୀରା ଅନାମିକା ଖନ୍ନାଙ୍କ ଡିକାଇନ୍ ହୋଇଥିବା ଲେହେଙ୍ଗାଜୁ ବାଛିଥିଲୋ ମିରା ଲେହେଙ୍ଗାକୁ ଗୋଟିଏ ନୁହେଁ ବରଂ ଦୁଇଟି ଓଢ଼ଣିକୁ ଲେହେଙ୍ଗା ଷ୍ଟାଇଲରେ କରିଥିଲୋ ମୀରା ନବରତ୍ନର ଅଳଙ୍କାର,ମଥା ପାଇଁ ସିନ୍ଥି, ଗୋଲାପୀ ରଙ୍ଗର ଚୁଡି ସହିତ ନିଜର ବ୍ରାଇଡାଲ ଲୁକ୍ ଦେଇଥିଲୋ ସେ ତାଙ୍କର ବିବାହରେ ପିନ୍ଧିଥିବା ଅଳଙ୍କାରକୁ ଅନେକ ଥର ପିନ୍ଧିଛନ୍ତିା

ମୀରାଙ୍କ ଏହି ଵିବାହ ଲେହେଙ୍ଗାଟି ୪୮ ଦିନରେ ପ୍ରସ୍ତୁତ ହୋଇଥିଲା । ଏହି ଲେହେଙ୍ଗା ୬୭ ଜଣ କାରିଗରଙ୍କ  ଦ୍ବାରା ପ୍ରସ୍ତୁତ ହୋଇଥିଲା ।  ଏକ ସାକ୍ଷାତକାରେ ଡିଜାଇନର ଅନାମିକା ଖାନ୍ନା କହିଥିଲେ କି ମୀରା ଯେଉଁ ଲେହେଙ୍ଗା ପିନ୍ଧିଥିଲେ ତାହା ଅତି ସୂକ୍ଷ୍ମ କାରୁକାର୍ଯ୍ୟ ଓ ପୁରୁଣା ଡିଜାଇନ୍ ର ମିଶ୍ରଣ ଅଟୋ ଏଥିରେ ଏମ୍ବେଡ୍ ୩ଡିର ଫୁଲ, ମୋତି ସହ ଫ୍ରେଞ୍ଚର ଫ୍ଲୋରାଲ ଏମ୍ରୋଡୋରୀରେ ତିଆରି କରାଯାଇଥିଲା

୨୦୧୭ରେ ମୀରା ସାହିଦଙ୍କ ସହ ଲଣ୍ଡନରେ ଏକ ବିବାହ ଉତ୍ସବରେ ଯୋଗ ଦେଇଥିଲୋ ।  ସେହି ବିବାହରେ  ସେ ଅଞ୍ଜୁଲ ଭଣ୍ଡାରୀଙ୍କ ଡିଜାଇନ୍ ହୋଇଥିବା ଆଇଭରୀ ଲେହେଙ୍ଗା ପିନ୍ଧିଥିଲୋ ସେଥିରେ ମୀରା ନିଜର ବିବାହର ବ୍ରାଇଡଲ ଗହଣା ବି ପିନ୍ଧିଥିଲୋ । କୁହଯାଉଛି ଯେ ମୀରା ପିନ୍ଧିଥିବା ଗହଣାଟିର ମୂଲ୍ୟ ୩ଲକ୍ଷ ୯୫  ହଜାର।

   Related Posts