Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ସାର୍ …ମୋ ବାପା ତାଙ୍କ ସାଙ୍ଗ ସହ ମିଶି ମାରିଦେଲେ ମୋ ମାଆକୁ , ନାବାଳକ ପୁଅ ଥାନାରେ ଦେଲା ଏତାଲା

6/03/2019 at 5:12 PM

ଭାଗଲପୁର ୬/୩- ଅତି ନିର୍ମଭାବେ ମହିଳାଙ୍କୁ କରିଥିଲେ ହତ୍ୟା । ଏହି ହତ୍ୟା ଘଟଣାରେ କେହି ମୁହଁ ଖୋଲିଲେନି.. ଖୋଲିଲା ନାବାଳକ ପୁଅ । ଥାନାରେ ଫେରାଦ ହୋଇ ମାଆକୁ ମାରିଥିବା ଲୋକଙ୍କ ବିରୋଧରେ ଦେଲା ଏତାଲା ।

ଏହି ଘଟଣା ବିହାର ଭାଗଲପୁର ଅଂଚଳରେ ଘଟିଥିଲା । ଏହି ଘଟଣାରେ ମହିଳାଙ୍କୁ ହତ୍ୟା କରିବାକୁ ସ୍ବାମୀ ହିଁ ସାଜିଥିଲେ ମୁଖ୍ୟ ହତ୍ୟାକାରୀ । ହତ୍ୟାକାଣ୍ଡ ସହ ପରିବାର ଲୋକ ସାମିଲଥିଲେ  ଓ ଶବକୁ ଲୁଚାଇବା ପାଇଁ କିଛି ସାଙ୍ଗଙ୍କ ସହାୟତା ନେଇଥିବା କଥା କହିଛି ନାବାଳକ ପୁଅ ।

ନାବାଳକ ମଧ୍ୟ ଆହୁରି ଅଭିଯୋଗ କରିଛନ୍ତି, ସେମାନଙ୍କୁ ଗୋଟେ ଘରେ ବନ୍ଦ କରି ତାଙ୍କ ମାଆକୁ ହତ୍ୟା କରିଦେଇଥିବା ଥାନାରେ ଅଭିଯୋଗ କରିଛନ୍ତି ନାବାଳକ ।

ଏହି ଘଟଣା ନାବାଳକ ପୁଅ ସାମ୍ନାରେ ଘଟିଥିଲା । ତାପରେ ସେମାନଙ୍କ ମାଆର ଶବକୁ ନେଇ ବାହାରକୁ ଚାଲିଯାଇଥିଲେ ।  ଏହି ଘଟଣାରେ ବାପାଙ୍କ ସାଙ୍ଗମାନେ ସାହାର୍ଯ୍ୟ କରିଥିବା କଥା କହିଛି ନାବାଳକ ପୁଅ ।

ସେମାନଙ୍କୁ ଘର ଭିତରେ ବନ୍ଦ କରି ତାଙ୍କ ବାପା ରଖିଥିଲେ । ସେମାନେ ବାହାରକୁ ଗଲେ କାଳେ କାହାକୁ କହିଦେବେ ଭାବି ଅଟକାଇ ରଖିଥିଲେ । ମୌକାପାଇ ଖସିଆସିଥିବା କଥା କହିଛନ୍ତି ନାବାଳକ ।

ଏହି ଘଟଣାରେ ପୋଲିସ ଏହି ହତ୍ୟାକାଣ୍ଡ ସହ ସଂପୃକ୍ତ ଥିବା ସମସ୍ତ ବ୍ୟକ୍ତିଙ୍କୁ କରିଛି ଗିରଫ ।

   Related Posts