Thursday, August 22, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରେମ ସମ୍ପର୍କକୁ ମିଳିଲାନି ସ୍ବୀକୃତି : ନାବାଳିକା ପ୍ରେମିକା ଓ ପ୍ରେମିକ ଏକାଠି ପିଇଦେଲେ ବିଷ, ଡାକ୍ତରଖାନାରେ ମୃତ୍ୟୁ

ସୁବର୍ଣ୍ଣପୁର ୧୬|୫:  ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ବଲାରଙ୍ଗା ଗାଁରେ ଅଭାବନୀୟ ଘଟଣା ଘଟିଛି  । ବିଷପିଇ ପ୍ରେମୀ ଯୁଗଳ ଅତ୍ମହତ୍ୟା କରିଛନ୍ତି  । ଚିକିତ୍ସାଧିନ ଅବସ୍ଥାରେ ସୋନପୁର ମୁଖ୍ୟ ଡାକ୍ତରଖାନାରେ ଉଭୟଙ୍କ ମୃତ୍ୟୁ ହୋଇଛି  ।

ଗାଁରେ ଜଣେ ନାବାଳିକୁ ଗାଁର ଅନ୍ୟ ଜଣେ ଯୁବକ ପ୍ରେମ କରୁଥିଲେ  । ଉଭୟ ପରିବାର ଏହି ସମ୍ପର୍କକୁ ବିରୋଧ କରିବାରୁ ଉଭୟ ଆଜି ବିଷ ପିଇଦେଇଥିଲେ  ।

 ଗୁରୁତର ଅବସ୍ଥାର ସୋନପୁର ମୁଖ୍ୟ ଡାକ୍ତରଖାନରେ ଆଣାଯାଇଥିଲା  ।ସେଠାରେ ଉଭୟଙ୍କ ମୃତ୍ୟୁ ହୋଇଛି  ।ପୋଲିସ   ଶବ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଛି  ।

190 Views

   ସମ୍ବନ୍ଧିତ ଖବର