ନାବାଳିକାକୁ ଦୁଷ୍କର୍ମ : ନା ମାନେ ନା
13/08/2018 at 11:23 AM

ଗଜପତି ୧୩/୮ : ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ । ଅଭିଯୋଗ ଆସିଛି ଗଜପତି ଜିଲ୍ଲାରୁ | ଗଜପତି ମୋହନା ବ୍ଲକ ଅଡବା ଥାନା ଡେକାପଙ୍କା ଗାଁର ଘଟଣା । ସେହି ଗାଁର ଯୁବକ ଏନ୍ତେରିୟ ପରିଚ୍ଛା ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯେ।ଗ ହେ।ଇଛି । ନାବାଳିକା ଜଣକ ଗତକାଲି ପାଣିଗଣ୍ଠା ହାଟରୁ ଗାଁକୁ ଫେରୁଥିବାବେଳେ ସଂପୃକ୍ତ ଯୁବକ ଦୁଷ୍କର୍ମ କରିଥିବା ଅଭିଯେ।ଗ ହେ।ଇଛି । ଏନେଇ ଥାନାରେ ଅଭିଯେ।ଗ କରିଛନ୍ତି ପରିବାର ଲେ।କେ । ଘଟଣାର ତଦନ୍ତ ଆରମ୍ଭ କରିଛି ପେ।ଲିସ ।ତେବେ ସୂଚନାଯୋଗ୍ୟ ଅଭିଯୁକ୍ତ ଜଣକ ପୀଡିତା ନାବାଳିକାଙ୍କ ସମ୍ପର୍କୀୟ ମାମୁଁ ବୋଲି ଜଣାପଡିଛି |
Related Posts
ବାଦାମପାହାଡ଼ ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ: ବିପୁଳ ଦେଶୀ ମଦ ଜବତ, ୪ ଗିରଫ
24 February 2021
ଚୋରା ଚାଲାଣ କରୁଥିବା ୩ଟି ଲୁହାପଥର ବୋଝେଇ ଟ୍ରଲର ଜବତ, ୩ ଗିରଫ
24 February 2021