Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ବିୟୋଗରେ ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ଘରୁ ଉଠାଇ ନେଇ ନାବାଳିକାଙ୍କୁ ଦୁଷ୍କର୍ମ, ୨ ଗିରଫ
  • ||
  • ଆଖିବୁଜିଲେ ଫ୍ଲାଇଂ ଶିଖ୍ ତଥା କିମ୍ୱଦନ୍ତୀ ଧାବକ ମିଲଖା ସିଂହ
  • ||
  • ବରିଷ୍ଠ ଆଇପିଏସ୍‌ ଅଧିକାରୀ ତଥା ରାଜ୍ୟ ଦୁର୍ନୀତି ନିବାରଣ ବିଭାଗର ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କର ପରଲୋକ
  • ||
  • ବିରୋଧ ପରେ ବାଟକୁ ଆସିଲା ହକି ଇଣ୍ଡିଆ, ଦିଲ୍ଲୀପ ତିର୍କୀ ଆଡହକ୍ କମିଟିର ଚେୟାରମାନେ ଭାବେ ନିଯୁକ୍ତ
  • ||

ଗଜପତି ଜିଲ୍ଲାରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯେ।ଗ

12/08/2018 at 7:08 AM

ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ । ଗଜପତି ମୋହନା ବ୍ଲକ ଅଡବା ଥାନା ଡେକାପଙ୍କା ଗାଁର ଘଟଣା । ସେହି ଗାଁର ଯୁବକ ଏନ୍ତେରିୟ ପରିଚ୍ଛା ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯେ।ଗ ହେ।ଇଛି । ନାବାଳିକା ଜଣକ ଗତକାଲି ପାଣିଗଣ୍ଠା ହାଟରୁ ଗାଁକୁ ଫେରୁଥିବାବେଳେ ସଂପୃକ୍ତ ଯୁବକ ଦୁଷ୍କର୍ମ କରିଥିବା ଅଭିଯେ।ଗ ହେ।ଇଛି । ଏନେଇ ଥାନାରେ ଅଭିଯେ।ଗ କରିଛନ୍ତି ପରିବାର ଲେ।କେ । ଘଟଣାର ତଦନ୍ତ ଆରମ୍ଭ କରିଛି ପେ।ଲିସ ।ତେବେ ସୂଚନାଯୋଗ୍ୟ ଅଭିଯୁକ୍ତ ଜଣକ ପୀଡିତା ନାବାଳିକାଙ୍କ ସମ୍ପର୍କୀୟ ମାମୁଁ ବୋଲି ଜଣାପଡିଛି |

   Related Posts