Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

୧୧ ବର୍ଷର ନାବାଳିକା ଉଦ୍ଧାର, ଘରେ ରଖି କାମ କରାଇବା ସହ ମାଡ ମରାଯାଇଥିବା ଅଭିଯୋଗ

15/12/2020 at 3:06 PM

ରାଉରକେଲା ୧୫।୧୨: ବଜାରରେ ବୁଲୁଥିବା ବେଳେ ୧୧ବର୍ଷର ନାବାଳିକାଙ୍କୁ ଉଦ୍ଧାର କରାଯାଇଛି । ରାଉରକେଲା ଝିରପାଣି ଥାନା ଜଗଦା ଅଞ୍ଚଳରୁ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି ।

ସୋମବାର ରାତିରେ ରାଉରକେଲା ଜଗଦା ବଜାରରୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ । ଘରେ ରଖି କାମ କରାଇବା ସହ ମାଡ ମରାଯାଇଥିବା ନାବାଳିକା ଜଣଙ୍କ ଅଭିଯୋଗ କରିଛନ୍ତି । ନାବାଳିକାଙ୍କୁ ହେପାଜତରେ ରଖି ଝିରପାଣି ପୋଲିସ ତଦନ୍ତ ଆରମ୍ଭ କରିଛି ।

   Related Posts