Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଟିକାକରଣ ଏକ କୋଟି ପାର, ଶୁଭେଚ୍ଛା ଜଣାଇଲା ସ୍ବାସ୍ଥ୍ୟ ବିଭାଗ
  • ||
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୪୫୮୭ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୬୭୧ ଡିସଚାର୍ଜ
  • ||
  • ଜୁନ ୨୪ରେ ବୈଠକ ଡାକିଲେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧି, ଦଳୀୟ କନ୍ଦଳ ନେଇ ହେବ ମାନସମନ୍ଥନ
  • ||
  • ଭଦ୍ରକ : ବ୍ରାଉନସୁଗାର ସେବନକୁ ବିରୋଧ କରିବାରୁ ମାରଣାସ୍ତ୍ର ଧରି ଗୋଡାଇଲେ ଯୁବକ, ୩ ଗିରଫ, ୧୦ ଗ୍ରାମ ବ୍ରାଉନସୁଗାର ଜବତ
  • ||
  • ଭୁବନେଶ୍ବର : କୋଭିଡ୍ ଦ୍ବାରା କ୍ଷତିଗ୍ରସ୍ତ ଅନେକ ଅର୍ଗାନ୍ ରହୁନି ସୁରକ୍ଷିତ – ଡିଏମଇଟି
  • ||
  • ୫୦ ନେତାଙ୍କୁ ପ୍ରିୟଙ୍କା ଗାନ୍ଧୀଙ୍କ ଫୋନ୍ : ‘ଆପଣଙ୍କ ଟିକେଟ୍ କନଫର୍ମ୍, ନିର୍ବାଚନ ପାଇଁ ପ୍ରସ୍ତୁତ ହୁଅ’
  • ||
  • ଇଟ୍ଟାନଗର : ପୁଣି ଥରିଲା ଅରୁଣାଞ୍ଚଳ ପ୍ରଦେଶ, ଇଟ୍ଟାନଗରରେ ଭୂକମ୍ପ ଝଟ୍‌କା
  • ||
  • ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍ ଲାଇନ୍ ଅନୁଯାୟୀ ବ୍ୟବହାର ହେବ ଷ୍ଟେରଏଡ୍ – ନିରଞ୍ଜନ ମିଶ୍ର
  • ||
  • ଭୁବନେଶ୍ବର : ଦ୍ବିତୀୟ ଲହର ଅପେକ୍ଷା ତୃତୀୟ ଲହର ପ୍ରଭାବ କମ୍, ତଥାପି ଜୋରଦାର କରିବାକୁ ପଡିବ ଟିକାକରଣ – ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ପାଟଣା : ଘରେ ଶୋଇଥିବା ବେଳେ କାମୁଡିଦେଲା ସାପ, ଚାଲିଗଲା ମହିଳାଙ୍କ ଜୀବନ
  • ||

ନାବାଳିକାକୁ ଦୁଷ୍କର୍ମ କରିବାକୁ ଦିଅରକୁ ସାହାର୍ଯ୍ୟ କରୁଥିଲେ ଭାଉଜ,ଦୁଷ୍କର୍ମକରି ଦିଅର ଜେଲରେ ଭାଉଜ ଅଛି ଫେରାର

30/12/2018 at 9:20 PM

ମେରଠ ୩୦/୧୨-ଉତ୍ତରପ୍ରଦେଶର ଶହାରନପୁରରେ ଘଟିଛି ଅଭାବନୀୟ ଘଟଣା । ଜଣେ ଯୁବକ ନାବାଳିକା ଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ ହେବା ଯେତେ ଚର୍ଚ୍ଚା ନୁହେଁ ,ଅଧିକ ଚର୍ଚ୍ଚା ଯୁବକଙ୍କୁ ତାଙ୍କ ଭାଉଜ ଏହି ଦୁଷ୍କର୍ମରେ ସାହାର୍ଯ୍ୟ କରିବା ।

ପଡ଼ିଶାଘରର ଯୁବକ ତାଙ୍କ ନାବାଳିକା ଝିଅକୁ ଦୁଷ୍କର୍ମ କରିଥିବାର ଜଣେ ମହିଳା ଥାନାର ଅଭିଯୋଗ ଆଣିଥିଲେ । ଏହି ଦୁଷ୍କର୍ମ ପଛରେ ସେହି ଯୁବକର ଭାଉଜଙ୍କ ହାତ ଅଛି ବୋଲି ମଧ୍ୟ କହିଥିଲେ । ସେ ତାଙ୍କ ଝିଅକୁ ଫୁସୁଲେଇ ଡ଼ାକି ନେଇଥିବାକଥା ଥାନାରେ ଅଭିଯୋଗ ଆଣିଥିଲେ ।

ଘଟଣା ଏମିତି, ନାବାଳିକାଙ୍କ ଘର ପାଖ ପଡ଼ୋଶୀ ହେଉଛନ୍ତି ଦୁଷ୍କର୍ମ କରିଥିବା ଯୁବକ । ସେହି ୧୬ ବର୍ଷ ବୟସ୍କ ନାବାଳିକାକୁ ଯୁବକ ଜଣକ ସବୁବେଳେ ଲୋଲୁପଦୃଷ୍ଟି ପକାଉଥିଲେ । ନାବାଳିକାକୁ କୌଣସି ଉପାୟରେ ନିଜ କବଜାକୁ ଆଣି ପାରୁ ନଥିଲେ । ସେଥିପାଇଁ ଯୁବକ ନିଜ ଭାଉଜଙ୍କ ସାହାର୍ଯ୍ୟ ନେଇଥିଲେ । ଯୁବକଙ୍କ ଭାଉଜ ମଧ୍ୟ ଭଲଭାବରେ ତାଙ୍କୁ ସାହାର୍ଯ୍ୟ କରିଥିଲେ ।

ଘଟଣାଦିନ ଯୁବକଙ୍କ ଭାଉଜ ସେହି ନାବାଳିକାକୁ ଫୁସୁଲେଇ ଡ଼ାକି ଆଣିଥିଲେ ।  ନାବାଳିକାକୁ ତାଙ୍କ ଭାଉଜ ସହାୟତାରେ ଯୁବକ ଦୁଷ୍କର୍ମ କରିଥିବା କଥା ଥାନାରେ ଅଭିଯୋଗ ଆଣିଛନ୍ତି । ପୋଲିସ ଦିଅରକୁ ଗିରଫ କରିଛି ହେଲେ ଭାଉଜ ଫେରାର .

   Related Posts