Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଟ୍ୟୁସନ ସାର ଗିରଫ

12/05/2018 at 9:55 AM

କେନ୍ଦ୍ରାପଡା ରେ ପୁଣି ଲଜ୍ୟା ୭ ବର୍ଷର ତୃତୀୟ ଶ୍ରେଣୀ ଛାତ୍ରୀକୁ ଦୁର୍ଷ୍କମ କରିଛି ଜଣେ ଭିନ୍ନକ୍ଷମ ଟିଉସନ ଶିକ୍ଷକ, ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା ଅମ୍ବପଡା ଗାଁରେ ।
ଆମ୍ବପଡା ଗାଁର ନାବାଳିକା ଘରକୁ ଦିର୍ଘ ଆଠମାସ ହେବ ପଳସିଂହା ଗ୍ରାମର ଭିନ୍ନକ୍ଷମ ଗଣେଷ ନାୟକ ଟିଉସନ କରିଆସୁଥିଲା । ଶିକ୍ଷକ ନାବାଳିକା ଘରେ ତାକୁ ଦୁଷ୍କର୍ମ କରଥିଲା ଏପରି ଦିର୍ଘ ୧୫ ଦିନ ହେବ କରିଆସୁଥିଲା । ତାହାର ଅଶ୍ଳିଳ ଭିଡିଓ ମଧ୍ୟ ଉତୋଳନ କରିଥିଲା । ଗତ ଗୁରୁବାର ଦିନ ଏକ ଆଧାର ର୍କାଡକୁ ଫଟେ ଉଠାଇ ପଠାଇବାକୁ ନାବାଳିକାଙ୍କ ମା ଟିଉସନ ଶିକ୍ଷକକୁ କହିଥିଲେ । ଏହି ଫଟେ ଉଠାଇ ପଠାଇଲା ବଳେ ସେହି ଅଶ୍ଳିଳ ଭିଡିଓ ଟି ଭୁଲ ବଶତଃ ଚାଲିଯାଇଥିଲା । ପରେ ଘଟଣା ପଦାକୁ ଆସିଥିଲା । ଏହାପରେ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଅଭିଯୁକ୍ତ ଗିରଫ କରିଥିଲା । ଦେଷି ଦୋଷ ସ୍ବିକାର କରିଥିଲା । ନାବାଳିକା ହତ୍ୟା ଧମକ ଦେଇଥିଲା ଅଭିଯୁକ୍ତ କାହାରି ଆଗରେ ମୁହଁ ନଖୋଲିବା ପାଇଁ । ପୋଲିସ ନାବାଳିକା କୁ ଡାକ୍ତର ମଇନା କରିବା ସହିତ ଅଭିଯୁକ୍ତ ଗରିଫ କରିଛି ।

Leave a Reply

   Related Posts