ନାବାଳିକାଙ୍କୁ ସମ୍ପର୍କୀୟ ଦାଦାର ଦୁଷ୍କର୍ମ ; ଅଭିଯୁକ୍ତ ଦାଦା ଫେରାର
Published By : Prameya-News7 Bureau | May 30, 2018 IST
ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ନିର୍ଗୁଣ୍ଡି ଗାଁରେ ୧୩ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
ଦୁଷ୍କର୍ମଚାରୀଙ୍କ ଅତ୍ୟାଚାରରେ ନାବାଳିକାଙ୍କ ଦେହରେ କ୍ଷତ ସୃଷ୍ଟି ହୋଇଛି
ଅଭିଯୁକ୍ତ ଦୁଷ୍କର୍ମକାରୀ ପୀଡିତାଙ୍କ ସମ୍ପର୍କୀୟ ଦାଦା
ଅଭିଯୁକ୍ତ ଦାଦା ଫେରାର ଅଛି