Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||
  • ସରକାରଙ୍କ ବଡ ନିଷ୍ପତ୍ତି, ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଫି ୪୦ ପ୍ରତିଶତ କମିଲା, ଅଭିଭାବକଙ୍କୁ ମିଳିଲା ବଡ ଆଶ୍ଵସ୍ତି
  • ||
  • ଅଲମ୍ପିକ ପ୍ରସ୍ତୁତି ପାଇଁ ଗଠିତ ସଂସଦୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ, କମିଟିର ସଦସ୍ୟ ରହିଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ସସ୍ମିତ ପାତ୍ର
  • ||
  • ମଦ ଦୋକାନ ନ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
  • ||
  • ବାଲେଶ୍ବର ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଡିଜିଟାଲ ପ୍ରଚାର: କହିଲେ, ‘ମୁଁ ସବୁବେଳେ ଆପଣଙ୍କ ସାଥିରେ ଅଛି’
  • ||
  • ମଙ୍ଗ ସମ୍ଭାଳିଲେ ନୀତିଶ ରାଣା, ଚେନ୍ନାଇକୁ ୧୭୩ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||

ନାବାଳିକା ନିଜ ମାଉସୀ ପୁଅ ଦ୍ଵାରା ହେଲା ଦୁଷ୍କର୍ମର ଶିକାର, ମାଆମଲା ପରେ ମାଉସୀଘରେ ରହୁଥିଲା ନାବାଳିକା

2/02/2019 at 9:03 PM

ଗୁରୁଗାଁଓ ୨/୨- ଜଣେ ନାବାଳିକା ମାଉସୀପୁଅ ଦ୍ଵାରା ହେଲେ ଦୁଷ୍କର୍ମର ଶିକାର । ମାଉସୀଘରେ ଆଶ୍ରୟ ନେଇଥିବା ନାବାଳିକାଂକୁ ମାଉସୀ ପୁଅ ଦୁଷ୍କର୍ମ କରିବା ସହ ସଂପର୍କୀୟ ମଉସା ମଧ୍ୟ ଖରାପ ନଜରରେ ଦେଖୁଥିଲେ ବୋଲି ଅଭିଯୋଗ କରିଛନ୍ତି ନାବାଳିକା ।

୧୪ ବର୍ଷ ବୟସ୍କ  ନାବାଳିକା ୯ମ ଶ୍ରେଣୀରେ ପଢ଼ୁଥିଲେ । ସେ ନିଜ ମାଉସୀପୁଅ ଦ୍ଵାରା ୪ ବର୍ଷ ହେଲା ଦୁଷ୍କର୍ମରେ ଶିକାର ହେଉଥିବା କଥା କହିଛନ୍ତି ନାବାଳିକା ।

ନାବାଳିକାଙ୍କ ବାପା ମରିଗଲା ପରେ ମାଆ ଅନ୍ୟଜଣକୁ ବିବାହ କରିଥିଲେ । ନାବାଳିକା ମାଆଙ୍କର ବିବାହ ପରଠାରୁ ମାଉସୀ ଘରେ ରହୁଥିଲେ । ମାଉସୀଘରେ ରହିବା ପରେ ମଉସା ମଧ୍ୟ ଖରାପ ଦୃଷ୍ଟିରେ ଦେଖୁଥିବା କଥା ଥାନାରେ ପ୍ରକାଶ କରିଛନ୍ତି  । ନାବାଳିକାଙ୍କୁ ମାଉସୀପୁଅ ୪ ବର୍ଷହେଲା ଦୁଷ୍କର୍ମ କରୁଥିବାର ଅଭିଯୋଗ ନାବାଳିକା ଆଣିବା ପରେ ପୋଲିସ ଏବାବାଦରେ ତଦନ୍ତ ଚଳାଇଛି ।

ନାବାଳିକା ଏହି ବାବଦରେ କାହା ଆଗରେ ମୁହଁ ଫିଟାଇଲେ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଛି ମାଉସୀପୁଅ । ପୋଲିସ ମାଉସୀ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

   Related Posts