Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ ଖସୁନି କରୋନା ଗ୍ରାଫ୍, ଆଉ ୬ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ସରିଲା ହାସ୍ୟ ଅଭିନେତା ପ୍ରଜ୍ଞାଙ୍କ ନିର୍ବନ୍ଧ, ସୋସିଆଲ ମିଡିଆରେ ରିଙ୍ଗ୍ ସେରିମନି ଫଟୋ ଭାଇରାଲ
  • ||
  • ଗାଡି ପାର୍ଟସ ଦୋକାନରୁ ଲୁଟ୍, ବନ୍ଧୁକ ଦେଖାଇ ନେଇଗଲେ ଟଙ୍କା
  • ||
  • ଅଜଗରକୁ ଗିଳିଲା ଅହିରାଜ, ସାତକୋଶିଆରେ ବିରଳ ଘଟଣା !
  • ||
  • ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ୨ ଆରୋହୀ ମୃତ
  • ||
  • ଜାନୁଆରୀ ୨୦ରୁ ହଜିଯିବ ଶୀତ, ୨୩ରୁ ବର୍ଷା !
  • ||

୩ବର୍ଷର ଶିଶୁକୁ ଦୁଷ୍କର୍ମ ଅଭିଯୋଗ : ଅଭିଯୁକ୍ତ ଗିରଫ

21/08/2019 at 7:31 PM

 କନ୍ଧମାଳ ୨୧/୮: ଜି ଉଦୟଗିରି ଥାନାର କଳିଙ୍ଗା ପଂଚାୟତର କାନିକୁଟି ଗ୍ରାମର ତିନି ବର୍ଷ ଛଅ ମାସର ଜଣେ ଶିଶୁକୁ ଦୁଷ୍କର୍ମ କରି ତାରାବାଡି ଗ୍ରାମର ପ୍ରଶ୍ନ କୁମାର ଦିଗାଲ (୪୮) ଦୁଷ୍କର୍ମ କରିଛି।   ଜି ଉଦୟଗିରି ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।

ସୂଚନାଯୋଗ୍ୟ ଯେ ଅଭିଯୁକ୍ତ ପ୍ରଶ୍ନ ସେହି ଝିଅକୁ ଚକୋଲେଟ ଦେଇ ପାଖ ଏକ ଚର୍ଚ୍ଚ ପାଖରେ ଦୁଷ୍କର୍ମ କରିଥିଲା।ଝିଅର ପାଟି ଶୁଣି ମାଆ ଉଷା କିରିଣୀ ମଲିକ ଧାଇଁ ଆସି ଥିଲେ ।ମାଆ ଓ ପାଖ ପଡ଼ୋଶୀ ଙ୍କୁ ଦେଖି ପ୍ରଶ୍ନ ଧାଇଁ ପଳାଇଥିଲା । ପୋଲିସ ଖବର ପାଇ ଆସାମୀକୁ ଗିରଫ କରିଥିଲା ।ମେଡ଼ିକାଲରେ ପ୍ରଶ୍ନ ରଦେହ ଖରାପ ହେବାରୁ ଜି ଉଦୟଗିରି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମାଆର ଅଭିଯୋଗ ପରେ ଜି ଉଦୟଗିରି ପୋଲିସ ଅଭିଯୁକ୍ତକୁ ଗିରଫ କରି ଶିଶୁକୁ ଡାକ୍ତରୀ ମାଇନା ପାଇଁ ପଠାଇଛି।

   Related Posts