ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ
9/01/2020 at 3:07 PM

ନୀଳଗିରି,୯/୧ ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନରେ ଜଣେ ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।
ସୂଚନାଯୋଗ୍ୟ ଭଉଁରିଆବାଡ଼ ପଂଚାୟତରେ ନାବାଳିକାକୁ ଅପହରଣ ନେଇ ଗତ ୨୦୧୯ ମସିହା ଜୁଲାଇ ମାସ ୨୭ ତାରିଖରେ ନୀଳଗିରି ଥାନାରେ ଅଭିଯୋଗ ହୋଇଥିଲା।ଏନେଇ ୧୬୫ ନମ୍ବର ମାମଲା ରୁଜୁ ହୋଇ ତଦନ୍ତ ହୋଇଥିଲା । ଶେଷରେ ରେମୁଣା ଥାନା ଅଧିନ ରସଲପୁର ଗ୍ରାମର ମାୟାଧର ତେଲେଙ୍ଗାଙ୍କ ପୁଅ ଅସିତ ତେଲେଙ୍ଗା (୨୬)କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
Related Posts
ଟାୟାର ଫାଟି ଓଲଟିଲା ଟ୍ରକ୍, ଡ୍ରାଇଭର ଆହତ
2 March 2021
୫ ଡକାୟତ ଗିରଫ, ଲୁଟ୍ ହୋଇଥିବା ଟଙ୍କା ସହ ଅଳଙ୍କାର ଜବତ
2 March 2021
୧୦ ବରିଷ୍ଠ ଅଧିକାରୀଙ୍କୁ ୧୦ ଜିଲ୍ଲା ଦାୟିତ୍ବ
2 March 2021