Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ନାବାଳିକା ଗର୍ଭବତୀ, ଅଭିଯୋଗ ପରେ ନାବାଳକକୁ ଗିରଫ କଲା ପୋଲିସ୍‌

4/05/2021 at 10:10 PM

ନୀଳଗିରି, ୦୪/୦୫: ବୟସ ନହୋଇ ପ୍ରେମ ବିବାହ ମହଙ୍ଗା ପଡିଲା । ପ୍ରେମୀ ଯୁଗଳଙ୍କୁ ମାତ୍ର ୧୭ ବର୍ଷ ହୋଇଥିବା ବେଳେ ଉଭୟ ଉଭୟଙ୍କୁ ପ୍ରେମ କରି ଘର ଛାଡ଼ି ଲୁଚି ପଳାଇ ଯାଇଥିଲେ । ବିବାହ କରି ଘରକୁ ଫେରିଆସିବା ପରେ ସାଙ୍ଗରେ ରହୁଥିଲେ । ହେଲେ ନାବାଳିକା ୫ ମାସର ଗର୍ଭବତୀ ହୋଇଥିବା ବେଳେ ନୀଳଗିରି ଥାନା ଅଧୀନ ଅଯୋଧ୍ୟା ଅଞ୍ଚଳର ନାବାଳିକାଙ୍କ ମାଆ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଆଇଆଇସି ପ୍ରଭଞ୍ଜନ ବେହେରା ଘଟଣାର ତଦନ୍ତ କରି ଦୁଷ୍କର୍ମ ମାମଲା ରୁଜୁ କରିଥିବା ବେଳେ  ଜାମୁଡ଼ିହା ଅଞ୍ଚଳରୁ ନାବାଳକ ପ୍ରେମିକକୁ ଗିରଫ କରିଛନ୍ତି । ସୋମବାର ତାକୁ ପୋଲିସ୍‌ ଗିରଫ କରିଛନ୍ତି । ମଙ୍ଗଳବାର ଅଭିଯୁକ୍ତ ନାବାଳକକୁ କୋର୍ଟଚାଲାଣ କରାଯିବ ବୋଲି ଆଇଆଇସି ସୂଚନା ଦେଇଛନ୍ତି ।

   Related Posts