ନଦୀ ସ୍ରୋତରେ ଭାସି ଭିନ୍ନକ୍ଷମ ନାବାଳିକାଙ୍କ ମୃତ୍ୟୁ, ଘାଟରୁ ମିଳିଥିଲା ଚପଲ ଓ ଡ୍ରେସ୍

Published By : Prameya-News7 Bureau | September 24, 2021 IST

କଳାହାଣ୍ଡି ୨୪।୯: ନଦୀ ସ୍ରୋତରେ ଭାସି ଭିନ୍ନକ୍ଷମ ନାବାଳିକାଙ୍କ ମୃତ୍ୟୁ । କଳାହାଣ୍ଡି କୁକେଲକୁବରୀ ରେତ ନଦୀ ସ୍ରୋତରେ ଭାସିଯାଇ ନାବାଳିକାଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ୧୩ ବର୍ଷୀୟ ଦୀପିକା କରୁଆ । ପୁରୁଣା ପଡା ଘାଟରେ ଗାଧାଉଥିବା ବେଳେ ଭାସିଯାଇ ଥିଲେ । ଘାଟରୁ ମୃତ ନାବାଳିକାଙ୍କ ଚପଲ ଓ ଡ୍ରେସ୍ ଦେଖି ଖୋଜାଖୋଜି କରିବା ପରେ ମୃତଦେହ ଉଦ୍ଧାର ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.