ବଡ଼ଦାଣ୍ଡରେ ହଜିଗଲେ ନାବାଳିକା ନୃତ୍ୟଶିଳ୍ପୀ

Published By : Prameya-News7 Bureau | February 03, 2020 IST

ପୁରୀ୩/୧: ବଡ଼ଦାଣ୍ଡରେ ନିଖୋଜ ହେଲେ ନାବାଳିକା ନୃତ୍ୟଶିଳ୍ପୀ। ନୃତ୍ୟ ପରିବେଶ କରିବା ପାଇଁ କୋରାପୁଟରୁ ଆସି ଭୁବନେଶ୍ବରେ ପହଞ୍ଚିଥିଲେ। ଭୁବନେଶ୍ବରରେ ଚାଲିଥିବା ଆଦିବାସୀ ମେଳାରେ ନୃତ୍ୟ ପରିବେଶ କରିବା ପାଇଁ ଆଦିବାସୀ ଡ୍ୟାନ୍ସ ଗ୍ରୁପ ଆସିଥିଲେ। ବଡ଼ ଦାଣ୍ଡରେ ହଜି ଯାଇଥିବା ନାବାଳିକା ନୃତ୍ୟ ଶିଳ୍ପୀଙ୍କ ନାଁ  ମୋତି ମାଝୀ। ପୁରୀ ବୁଲିବା ପାଇଁ ମୋତି ଯାଇଥିଲେ। ସେଠାରେ ସେ କୁଆଡ଼େ ନିଖୋଜ ହୋଇଯାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.