Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||

ବଡ଼ଦାଣ୍ଡରେ ହଜିଗଲେ ନାବାଳିକା ନୃତ୍ୟଶିଳ୍ପୀ

3/02/2020 at 9:03 PM

ପୁରୀ୩/୧: ବଡ଼ଦାଣ୍ଡରେ ନିଖୋଜ ହେଲେ ନାବାଳିକା ନୃତ୍ୟଶିଳ୍ପୀ। ନୃତ୍ୟ ପରିବେଶ କରିବା ପାଇଁ କୋରାପୁଟରୁ ଆସି ଭୁବନେଶ୍ବରେ ପହଞ୍ଚିଥିଲେ। ଭୁବନେଶ୍ବରରେ ଚାଲିଥିବା ଆଦିବାସୀ ମେଳାରେ ନୃତ୍ୟ ପରିବେଶ କରିବା ପାଇଁ ଆଦିବାସୀ ଡ୍ୟାନ୍ସ ଗ୍ରୁପ ଆସିଥିଲେ। ବଡ଼ ଦାଣ୍ଡରେ ହଜି ଯାଇଥିବା ନାବାଳିକା ନୃତ୍ୟ ଶିଳ୍ପୀଙ୍କ ନାଁ  ମୋତି ମାଝୀ। ପୁରୀ ବୁଲିବା ପାଇଁ ମୋତି ଯାଇଥିଲେ। ସେଠାରେ ସେ କୁଆଡ଼େ ନିଖୋଜ ହୋଇଯାଇଛନ୍ତି।

   Related Posts