Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚୀନରେ ଦ୍ରୁତ ବେଗରେ ବ୍ୟାପିଲା କରୋନାର ଡେଲ୍‌ଟା ଭାରିଏଣ୍ଟ, ବେଜିଂ ସହ ୧୫ ସହରରେ ଆତଙ୍କ, ଉଡାଣ ବାତିଲ୍
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୪୭୬ ଡିସଚାର୍ଜ
  • ||
  • ଲଦାଖରେ ଭାରତ-ଚୀନ ମଧ୍ୟରେ ଉତ୍ତେଜନା କେବେ ସମାପ୍ତ ହେବ ? ଡ୍ରାଗନ ସହ ୧୨ତମ ବୈଠକ ଆସନ୍ତାକାଲି
  • ||
  • ବାଂଶପାଳ : ଗାଁରେ ପଶି ଘର ଭାଙ୍ଗିଲା ଦନ୍ତା, କାନ୍ଥ ପଡି ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ରାଉରକେଲା : ଅଲୋଡା ହେଲା ନବଜାତ ଶିଶୁପୁତ୍ର, ଡଷ୍ଟବିନ୍‌ରୁ ଉଦ୍ଧାର
  • ||
  • ରାଇରଙ୍ଗପୁର : ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ରାସ୍ତା କଡକୁ ଛିଟିକି ପଡିଲେ ୨ ଚାଳକ : ମେଡିକାଲରେ ହେଲା ମୃତ୍ୟୁ
  • ||
  • କଟକ : ଦୁଷ୍କର୍ମକାରୀଙ୍କୁ ୧୦ବର୍ଷ ଜେଲ୍‌ ସହ ୧୦ହଜାର ଜରିମନା : ପୀଡିତାଙ୍କୁ ଦେବେ ୨ଲକ୍ଷ ଟଙ୍କାର କ୍ଷତିପୂରଣ
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ OSSC ସଦସ୍ୟଙ୍କ ପିଏସ୍ : ଜବତ ହେଲାଣି ନଗଦ ଲକ୍ଷାଧିକ ଟଙ୍କା ସହ ଫ୍ଲାଟ୍ ଆଉ ପ୍ଲଟ୍
  • ||
  • ରାୟଗଡା : ଆନ୍ଧ୍ରପ୍ରଦେଶ ଚିଙ୍ଗୁଡି ବନ୍ଧରେ ଅଘଟଣ : ବିଦ୍ୟୁତ ଆଘାତରେ ୬ ଓଡିଆ ଶ୍ରମିକଙ୍କ ମୃତ୍ୟୁ
  • ||
  • ଭୁବନେଶ୍ବର : ବଦଳିଲା ନିୟମ : ୬୩,୩୦୩ ପ୍ରାଥମିକ ଶିକ୍ଷକ ପାଇବେ ପଦୋନ୍ନତି, ରେସିଡେନ୍ସି ପିରିୟଡ୍ କମାଇଲେ ରାଜ୍ୟ ସରକାର
  • ||

ଅଧାରେ ଅଟକିଲା ବାହାଘର, ନାବାଳିକାକୁ ଉଦ୍ଧାର କଲେ ସିଡବ୍ଲୁସି : ଝିଅ ପକ୍ଷର ଯୁକ୍ତ ନିକାହ ନୁହେଁ ନିର୍ବନ୍ଧ କରୁଥିଲୁ

11/08/2020 at 5:06 PM

ସାଲେପୁର ୧୧।୮: ଅଧାରେ ରହିଲା ବିବାହ । ଉଦ୍ଧାର ହେଲେ ନାବାଳିକା । ୧୫ ବର୍ଷର ନାବାଳିକା ଝିଅଙ୍କୁ ବିବାହ କରାଉଥିବା ବେଳେ ସିଡବ୍ଲୁସି, ସାଲେପୁର ସିଡିପିଓ ଓ ଆନ୍ତର୍ଜାତୀୟ ମାନବାଧିକାର ସଂଘର କର୍ମଚାରୀଙ୍କ ପୋଲିସ ଅଚାନକ ଚଢ଼ାଉ କରିଥିଲେ । ସେଠାରୁ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ସହରର ରୋଧପୁରରେ ।

ସୂଚନା ଅନୁସାରେ ସ୍ଥାନୀୟ ରୋଧପୁରରର ଜାହାଙ୍ଗିର ଅଲ୍ଲୀ ତାଙ୍କ ନାବାଳିକା ଝିଆରୀକୁ ବିବାହ କରାଉଥିବା ସମୟରେ କଟକ ସିଡବ୍ଲୁସି ଅଧିକାରୀଙ୍କ ସମେତ ସାଲେପୁର ପୋଲିସ ଓ ସାଲେପୁର ସିଡିପିଓ ମାନବାଧିକାର ସଂଘ ଓଡିଶା ଶାଖାର ସ୍ଵେଚ୍ଛାସେବୀ ପହଞ୍ଚିଥିଲେ । ସେଠାରୁ ନାବାଳିକାଙ୍କୁ ଉଦ୍ଧାର କରି କଟକ ସିଡବ୍ଲୁସି ଅଫିସକୁ ପଠାଇଛନ୍ତି ।

ଅନ୍ୟପଟେ ବାହାଘର ନୁହେଁ ବରଂ ନିଜ ୧୫ ବର୍ଷର ଝିଆରୀର ନିର୍ବନ୍ଧ ହେଉଥିଲା ବୋଲି ନାବାଳିକା ଝିଅର ପିଉସା କହିଛନ୍ତି । ଏନେଇ ସାଲେପୁର ସିଡିପିଓ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

   Related Posts