Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ନାବାଳିକାଙ୍କୁ ୬୦ ହଜାର ଟଙ୍କା ବିନିମୟରେ ବିବାହ ଅଭିଯୋଗ

3/07/2019 at 12:22 PM

ବରଗଡ ୩|୭:  ବରଗଡ ଚକରକେନ୍ଦ ଆଶ୍ରମରେ ନାବାଳିକା ବିବାହ ଅଭିଯୋଗ ହୋଇଛି । ୧୫ ବର୍ଷୀୟା ନାବାଳିକାଙ୍କୁ ୬୦ ହଜାର ଟଙ୍କା ବିନିମୟରେ ବିବାହ କରାଯାଇଥିବା ଅଭିଯୋଗ ହୋଇଛି । ଜଣ ଡ୍ରାଇଭର ସହ ତାଙ୍କ ବିବାହ କରାଯାଇଛି । ତେବେ ଡ୍ରାଇଭର ଜଣକ ତାଙ୍କୁ ପାଖରେ ରଖି ଏବେ ଛାଡି ଦେଇଥିବାରୁ ନାବାଳିକା ସିଡବ୍ଲୁସିର ଦ୍ବାରସ୍ଥ ହୋଇଛନ୍ତି ।

   Related Posts