ନାବାଳିକାଙ୍କୁ ୬୦ ହଜାର ଟଙ୍କା ବିନିମୟରେ ବିବାହ ଅଭିଯୋଗ

Published By : Prameya-News7 Bureau | July 03, 2019 IST

ବରଗଡ ୩|୭:  ବରଗଡ ଚକରକେନ୍ଦ ଆଶ୍ରମରେ ନାବାଳିକା ବିବାହ ଅଭିଯୋଗ ହୋଇଛି । ୧୫ ବର୍ଷୀୟା ନାବାଳିକାଙ୍କୁ ୬୦ ହଜାର ଟଙ୍କା ବିନିମୟରେ ବିବାହ କରାଯାଇଥିବା ଅଭିଯୋଗ ହୋଇଛି । ଜଣ ଡ୍ରାଇଭର ସହ ତାଙ୍କ ବିବାହ କରାଯାଇଛି । ତେବେ ଡ୍ରାଇଭର ଜଣକ ତାଙ୍କୁ ପାଖରେ ରଖି ଏବେ ଛାଡି ଦେଇଥିବାରୁ ନାବାଳିକା ସିଡବ୍ଲୁସିର ଦ୍ବାରସ୍ଥ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.