ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ପୋଲିସର ଦ୍ବାରସ୍ଥ ହେଲେ ପୀଡ଼ିତା

Published By : Prameya-News7 Bureau | December 04, 2019 IST

ଭଦ୍ରକ୪/୧୨: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ l ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ଭାଇରାଲ କରିବା ଧମକ ଦେଇ ବାରମ୍ବାର ଦୁଷ୍କର୍ମ ଅଭିଯୋଗ l ଦିନେ ନୁହଁ କି ଦୁଇଦିନ ନୁହଁ ଦୀର୍ଘ ୩ ମାସ ଧରି ବ୍ଲାକମେଲିଂ  କରି କରୁଥିଲା ଦୁଷ୍କର୍ମକାରୀ l ଅଭିଯୁକ୍ତ ଜଣକ ନାବାଳିକାଙ୍କ ସମ୍ପର୍କୀୟ କଥା କୁହାଯାଉଛି l

{"id":193948,"sizeSlug":"large"}

ଅଭିଯୁକ୍ତ ଦୁଷ୍କର୍ମ ବେଳ ର ଭିଡିଓ ଦେଖାଇ ଦୁଷ୍କର୍ମ କରିବା ସହ ପରିବାରଲୋକଙ୍କୁ ଜୀବନରେ ମାରିଦେବାକୁ ଧକମ ଦେଉଥିଲା l ଧୂଷୁରୀ ପୋଲିସ ର ଛାନଭିନ ଆରମ୍ଭ l ଅଭିଯୁକ୍ତ ର ସାନଭାଇ ଓ ବଡ ଭାଇ ଧୂଷୁରୀ ଥାନାରେ ଅଟକ l ବିଳମ୍ବିତ ରାତିରେ ମା ଓ ନାବାଳିକା ଝିଅ ଆସି ଥାନାର ଦ୍ବାରସ୍ଥ ହୋଇଥିଲେ l ତେବେ ନାବାଳିକାଙ୍କୁ ଧମକ ଦେଉଥିବା ଚିଠି କେବଳ ନ୍ୟୁଜ ସେଭେନ ହାତରେ ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.