ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜେଲରୁ ମୁକୁଳିବେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ, ସୁପ୍ରିମକୋର୍ଟ ଦେଲେ ନିର୍ଦ୍ଦେଶ
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୧୩ ପଜିଟିଭ୍
  • ||
  • ଦେବଗଡ଼ : ଭୁଲିଗଲା ସଂପର୍କ, ମଦ୍ୟପ ବାପାର କଟୁରୀ ଚୋଟରେ ପୁଅ ମୃତ
  • ||
  • ଗଞ୍ଜାମ: ତାରାତାରିଣୀଙ୍କ ପୀଠରେ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||
  • ପୁରୀ : ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା, ଚକ ନିର୍ମାଣରେ ବ୍ୟସ୍ତ ମୁଖ୍ୟ ବିଶ୍ୱକର୍ମା
  • ||
  • ଉଦଳା: ପ୍ରେମିକାକୁ ଦେଖାକରିବାକୁ ଯାଇଥିଲେ ପ୍ରେମିକ ଧରାପଡିଗଲେ, ଦେଖାଇଲେ ବନ୍ଧୁକ
  • ||

ହତ୍ୟା ନା ଆତ୍ମହତ୍ୟା ! ନବମ ଶ୍ରେଶୀ ଛାତ୍ରୀର ଝୁଲନ୍ତା ମୃତଦେହ ଉଦ୍ଧାର

12/08/2018 at 6:58 AM

ନବମ ଶ୍ରେଶୀ ଛାତ୍ରୀର ମୃତଦେହ ଉଦ୍ଧାର । ଗଛରେ ଝୁଲିଥିବା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ପେ।ଲିସ । କେନ୍ଦୁଝର ସଦର ବ୍ଲକର ଡିମିରୀମୁଣ୍ଡା ଗାଁର ଘଟଣା । ମୃତ ଛାତ୍ରୀ ଡିମିରୀ ମୁଣ୍ଡା ସ୍କୁଲର ନବମ ଶ୍ରେଣୀର ଛାତ୍ରୀ ରଜନୀ ମୁଣ୍ଡା । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହେ।ଇନି । ଏନେଇ ଅଧିକ ତଦନ୍ତ କରୁଛି ପେ।ଲିସ । ନିଜ ଓଢଣିରେ ଗଛରେ ଝୁଲୁଥିବା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି | ତେବେ ଏହା ହତ୍ୟା ନା ଆତ୍ମହତ୍ୟା କିଛି ଜଣାପଡିନାହିଁ |

   Related Posts