Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୮୦୫ ପଜିଟିଭ୍
  • ||
  • ଧୋକା ଦେବନି ମୌସୁମୀ, ମେ ୩୧ରେ ଛୁଇଁବ କେରଳ, ଜୁନ ୧୨ ସୁଦ୍ଧା ଓଡିଶା
  • ||
  • ବାଲେଶ୍ୱରରେ ମର୍ମନ୍ତୁଦ ଦର୍ଘଟଣା : ପୋଲ ତଳକୁ ଖସିଲା କାର୍,୩ ମୃତ
  • ||
  • ଆଜି ରାଜ୍ୟର ୧୦ଟି ଜିଲ୍ଲାରେ ଟିକାକରଣ ବନ୍ଦ
  • ||

୧୪ ବର୍ଷୀୟା ନାବାଳିକା ଗର୍ଭବତୀ : ନା ମାନେ ନା

26/07/2018 at 10:40 AM

୧୪ ବର୍ଷୀୟା ନାବାଳିକା ୫ ମାସର ଗର୍ଭବତୀ | ଏଭଳି ଏକ ବେଦନା ଦାୟକ ଖବର ଆସିଛି ଚୌଦ୍ୱାରରୁ | ୩ ଜଣ ଯୁବକ ନାବାଳିକାକୁ ବିଭିନ୍ନ ପ୍ରଲୋଭନ ଦେଖାଇ ଗଣଦୁଷ୍କର୍ମ କରିଛନ୍ତି | ପରିଣାମ ସ୍ୱରୂପ ନାବାଳିକା ବର୍ତ୍ତମାନ ୫ ମାସର ଗର୍ଭବତୀ ଅଛନ୍ତି | ତେବେ ନାବାଳିକା ଗର୍ଭବତୀ ଥିବା ଜଣ ପଡିବ ପରେ ଘଟଣା ସାମ୍ନାକୁ ଆସିଥିଲା | ନାବାଳିକାର ବୟାନ ଆଧାରରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି |

   Related Posts