କରେଣ୍ଟ ଲାଗି ନାବାଳିକାଙ୍କ ମୃତ୍ୟୁ

Published By : Prameya-News7 Bureau | November 10, 2019 IST

ନିଶ୍ଚିନ୍ତକୋଇଲି ୧୦/୧୧: ବିଦ୍ୟୁତ ସଂସ୍ପର୍ଶରେ ଆସି ନାବାଳିକାଙ୍କ ମୃତ୍ୟୁ ଘଟିଛି। ଘଟଣାଟି ଘଟିଛି ମାହାଙ୍ଗା ଥାନା ପନ୍ଦରବାଟିଆ ଗାଁରେ। ମୃତକ ନାବାଳିକା ୧୦ ବର୍ଷ ର ଅନ୍ନପୂର୍ଣ୍ଣା ପାଲ।

{"id":181772}

ରାସ୍ତାରେ ଚାଲି ଯାଉଥିବା ବେଳେ ମାଙ୍କଡ଼ ବିଦ୍ୟୁତ ଖୁଣ୍ଟକୁ ଡେଇଁ ପଡ଼ିବାରୁ ନାବାଳିକାଙ୍କ ଉପରେ ବିଦ୍ୟୁତ ତାର  ଛିଣ୍ଡିପଡ଼ିଥିଲା। ଫଳରେ ନାବାଳିକାଙ୍କ ମୃତ୍ୟୁ ଘଟିଥିଲା।

{"id":181773}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.