ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସନ୍ଧ୍ୟାରେ ମୁମ୍ବାଇ ବନାମ ଦିଲ୍ଲୀ : ‘କର ବା ମର’ ସ୍ଥିତିରେ କ୍ୟାପିଟାଲ୍ସ
  • ||
  • ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଏଏଫଆଇ ଇଣ୍ଡିଆନ ଗ୍ରାଁପ୍ରି-୩ : ଅମିୟ କୁମାର ମଲ୍ଲିକ ଏବଂ ଶ୍ରାବଣୀ ନନ୍ଦଙ୍କ ଉପରେ ନଜର
  • ||
  • ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୮ କୋଭିଡ୍ ପଜିଟିଭ୍
  • ||
  • ଆକାଶରୁ ଖସିଲା ମୃତ୍ୟୁ, ବଜ୍ରପାତରେ ଚାଲିଗଲା ୩୩ ଜୀବନ
  • ||
  • ତାତି ଆହୁରି ବଢିବ, ୩ ଦିନ ଯାଏଁ ତତଲା କଡେଇରେ ଭାଜିହେବେ ରାଜ୍ୟବାସୀ
  • ||
  • ୪୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଚାଲାଣ ପାଇଁ ଜଙ୍ଗଲରେ ଲୁଚାଇଥିଲେ ମାଫିଆ
  • ||

ଛାତ୍ରୀନିବାସରେ ନାବାଳିକା ଛାତ୍ରୀଙ୍କ ଆତ୍ମହତ୍ୟା

22/08/2018 at 1:08 AM

ରାଇରଙ୍ଗପୁରରେ କୀଟନାଶକ ପିଇ ଜଣେ ନାବାଳିକା ଛାତ୍ରୀ ଆତ୍ମହତ୍ୟା କରିଥିବା ଘଟଣା ଜଣାପଡିଛି । ମୃତ ନାବାଳିକା ହେଲେ ଗୋରୁମହିଷାଣି ଥାନା ବିଜାତଲା ବ୍ଲକର ଖିଜିରିଆ ଗ୍ରାମର ପାର୍ବତୀ ମୁର୍ମୁ।ମୃତ ପାର୍ବତୀ ଦଲକୀ ଆଶ୍ରମ ସ୍କୁଲ ର ସପ୍ତମ ଶ୍ରେଣୀରେ ପଢୁଥିଲା । ଗତକାଲି ରାତିରେ କୌଣସି କାରଣରୁ କୀଟ ନାଶକ ପିଇ ଦେଇଥିଲା ଓ କଳା ରଙ୍ଗର ବାନ୍ତି କରିଥିଲା । ତାର ଚିକିତ୍ସା ସଙ୍ଗେ ସଙ୍ଗେ କରାଯାଇଥିଲେ ହୁଏତ ଜୀବନ ରକ୍ଷା କରାଯାଇ ପାରିଥାନ୍ତା । କିନ୍ତୁ ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ପାର୍ବତୀକୁ ସକାଳୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରଯାଇଥିଲା । ଡାକ୍ତର ନାବାଳିକା ଛାତ୍ରୀକୁ ମୃତ ଘଷଣା କରିଥିଲେ । ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

   Related Posts