Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋଟିଏ ରାତିରେ ୨ଟି ଘରୁ ଲୁଟ୍, ନେଇଗଲେ ୬ ଭରି ସୁନା ଓ ଲକ୍ଷାଧିକ ଟଙ୍କା
  • ||
  • ଉଦ୍ଧାର ହେଲା ବିରାଟ ହରିଣ, ଓଜନ ୧ କ୍ୱିଣ୍ଟାଲ, ପେଟରେ ଗଭୀର କ୍ଷତ
  • ||
  • ସୁବର୍ଣ୍ଣପୁର : ରାସ୍ତା କଡରେ ପଡି କାନ୍ଦୁଥିଲା ନବଜାତ ଶିଶୁ, ଉଦ୍ଧାର କଲେ ଦମ୍ପତ୍ତି
  • ||
  • ହାଇଦର ସହଯୋଗୀ ୟାକୁବର ଆତ୍ମସମର୍ପଣ, SCBରେ ହାଇରଦରକୁ ଭେଟିଥିଲା ୟାକୁବ
  • ||
  • ଚମକ ହରାଉଛି ସୁନା : ପୁଣି କମିଲା ଦାମ୍, ୧୦ ହଜାର ଟଙ୍କା ହେଲାଣି ଶସ୍ତା
  • ||
  • ଗଜପତି : ଘାରିଲା କରୋନା ଭୟ, ଆଜିଠୁ ଗଜପତି ଜିଲ୍ଲାର ସବୁ ସୀମା ସିଲ୍
  • ||
  • ନୀଳଗିରି : ମାସ୍କ ଚେକିଂ ନାଁରେ ୨ ଯୁବକଙ୍କୁ ଗୁଡେଇ ତୁଡେଇ ପିଟିଲା ପୋଲିସ, ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍
  • ||
  • ଚାନ୍ଦବାଲି : ମାସ୍କ ଚେକିଂ ନାଁରେ ୨ ଯୁବକଙ୍କୁ ଗୁଡେଇ ତୁଡେଇ ପିଟିଲା ପୋଲିସ, ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍
  • ||
  • ଜଳେଶ୍ବର : ଓଭରବ୍ରିଜ୍ ଓ୍ବାଲ୍‌କୁ ଧକ୍କା ଦେଇ ଓଲଟିଲା ବୋଲେରୋ, ୬ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୨୮ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ପ୍ରେମରେ ପ୍ରତାରଣା କାହିଁକି ? ନା ମାନେ ନା

14/08/2018 at 11:20 AM

ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ । ଏପରି ଚିନ୍ତାଜନକ ଖବର ରାୟଗଡ଼ା ସହରରୁ ଆସିଛି । ୧୫ ବର୍ଷୀୟା ନାବାଳିକାଙ୍କୁ ପ୍ରେମଜାଲରେ ଫସାଇ ଶାରିରୀକ ସଂପର୍କ ରଖିଥିଲା ପ୍ରେମିକ । ଆଉ ଏବେ ଝିଅଟି ୫ ମାସର ଗର୍ଭବତୀ ।ଏହା ଜାଣିବାପରେ ପରିବାର ଲୋକେ ମୁଣ୍ଡରେ ହାତ ଦେଇ ବସିଛନ୍ତି ।ପୋଲିସରେ ଅଭିଯୋଗ ପରେ ଅଭିଯୁକ୍ତ ପ୍ରେମିକ ତ୍ରୀନାଥ କଣ୍ଡାଗିରିକୁ ପୋଲିସ ଗିରଫ କରିଛି । ଉଭୟ ନାବାଳିକା ଓ ପ୍ରେମିକ ଯୁବକର ଡାକ୍ତରୀ ମାଇନା କରାଇଛି ପୋଲିସ । ଜୀବନର ମାନେ କଣ ବୁଝିବା ଆଗରୁ ଝିଅଟିକୁ ବୋହିବାକୁ ହୋଇଛି ମହାକଷ୍ଟ। ତେବେ ,ଏପରି କାହିଁକି , କିପରି ଘଟୁଛି ? କାହିଁକି ଝିଅଟିର ଇଜ୍ଜତ ଏତେ ଶସ୍ତା ? ଅପବାଦ କାହିଁକି ଝିଅଟିଏ ଉପରେ ଲଦି ଦିଆଯାଉଛି ? ଏଠି ଭୁଲ କାହାର ? ସମାଜ, ପରିବାର , କିଏ ହେବ ଉତ୍ତର ଦାୟୀ ? କ’ଣ ପ୍ରତିକାର ? କିପରି ନାବାଳିକାଙ୍କ ଇଜ୍ଜତ ହେବ ସୁରକ୍ଷିତ ? ପ୍ରତାରଣା ଏ ବିଶ୍ବାସ ଘାତକକୁ କି ଦଣ୍ଡ ହେବ ଯଥାର୍ଥ ?

   Related Posts