ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ, ଟ୍ୟୁସନରୁ ଫେରିବା ବେଳେ ଉଠାଇନେଇଥିଲା ଯୁବକ
12/10/2019 at 1:44 PM

ଭଣ୍ଡାରିପୋଖରୀ ୧୨।୧୦: ଭଦ୍ରକ ଜିଲ୍ଲା ଧାମନଗର ଥାନା ଇଛଦା ଗାଁରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ନାବାଳିକା ଜଣଙ୍କ ଟ୍ୟୁସନରୁ ଫେରିବା ବେଳେ ତାଙ୍କୁ ଉଠାଇନେଇ ଦୁଷ୍କର୍ମ ଉଦ୍ୟମ କରାଯାଇଛି । ସେହି ଗାଁର ଜନୈକ ଯୁବକ ନାବାଳିକାଙ୍କୁ ରାସ୍ତାରୁ ଉଠାଇନେଇଇଥିଲେ । ନାବାଳିକା ଜଣଙ୍କ ପାଟି କରିବାରୁ ଅଭିଯୁକ୍ତ ଯୁବକ ଛାଡି ପଳାଇଥିଲା । ଏନେଇ ନାବାଳିକାଙ୍କ ପରିବାର ଲୋକେ ଧାମନଗର ଥାନାରେ ଅଭିଯୋଗ କରିଛନ୍ତି l ଧାମନଗର ପୋଲିସ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ଯୁବକଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛ l
Related Posts
ଟଙ୍କା ପାଇଁ ନୃଶଂସ ପାଲଟିଲା ପୁଅ, କାଟିଲା ମାର ବେକ
16 January 2021
ଶୌଚ କରିବାକୁ ଯାଇ ମହିଳା ଗଣଦୁଷ୍କର୍ମର ଶିକାର: ଦିଅର ଗିରଫ, ପୁତୁରା ଫେରାର
16 January 2021