Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁର୍କୀରେ ବଡ ଧରଣର ଭୂକମ୍ପ ପରେ ସୁନାମି: ପ୍ରକୃତି ରଚିଲା ତାଣ୍ଡବଲୀଳା, ୬ ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||

ବିବାହର ପ୍ରଲୋଭନ ଦେଖାଇ ନାବାଳିକାକୁ ନିର୍ଯାତନା ଅଭିଯୋଗ

18/12/2018 at 1:28 PM

ସୋର ୧୮|୧୨:  ବାଲେଶ୍ବର ଜିଲ୍ଲା ଔପଦା ଥାନା ଜାନିକାପାଳ ଗ୍ରାମର ଜଣେ ଯୁବକ ମହାରାଷ୍ଟ୍ରରୁ ବିବାହର ପ୍ରଲୋଭନ ଦେଖାଇ ଜଣେ ନାବାଳିକାକୁ ମାନସିନ ଓ ଶାରୀରିକ ନିର୍ଯାତନା ଦେଉଥିବାର ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଅଭିମନ୍ୟୁ ପୋଇ ମହାରାଷ୍ଟ୍ରର ରତ୍ନଗିରି ଥ୍ରେଡ଼ ଅଂଚଳରେ ରହି ଘରୋଇ କମ୍ପାନିରେ କାମ କରୁଥିବା ବେଳେ ସଂପୃକ୍ତ ନାବାଳିକ ସହିତ ତାଙ୍କର ପ୍ରେମ ସଂପର୍କ ଗଢ଼ିଉଠିଥିଲା । ଫଳରେ ବିବାହର ପ୍ରଲୋଭନ ଦେଖାଇ ୪ମାସ ତଳେ ଯୁବକ ଜଣଙ୍କ ତାଙ୍କ ଘରକୁ ନେଇ ଆସିବା ପରେ ଗତକାଲି ନାବାଳିକା ଜଣଙ୍କୁ ମାନସିନ ଓ ଶାରୀରିକ ନିର୍ଯାତନା ଦେବା ସହ ମାଡ଼ ମାରିଥିଲ। ରାତିରେ ଘରୁ ଲୁଚି ଘରୁ ପଳାଇ ଯାଇଥିବାବେଳେ ଖଇରା ଥାନା ଗୋହାଳଗଢ଼ିଆ ଗ୍ରାମର ଝରଣା ବେହେରା ତାକୁ ଅଟକାଇ ଖଇରା ଚାଇଲ୍ଡ ଲାଇନକୁ ଖବର ଦେଇଥିଲେ । ଖବର ପାଇ ଖଇରା ଚାଇଲ୍ଡ ଲାଇନ୍ ପହଞ୍ଚି ଉଦ୍ଧାର କରିବା ସହ ଔପଦା ଥାନାରେ ଚାଇଲ୍ଡ ଲାଇନ୍ ତରଫରୁ ଲିଖିତ ଅଭିଯୋଗ କରାଯାଇଛି।

   Related Posts