ଉନ୍ନାଓରେ କ’ଣ କାମୁକଙ୍କ ରାଜୁତି ? ତିନି ବର୍ଷର ଶିଶୁ କନ୍ୟା ବି ବର୍ତ୍ତିଲାନି
7/12/2019 at 3:18 PM

ଉନ୍ନାଓ ୭।୧୨: ଉନ୍ନାଓରେ ଗୋଟିଏ ଘଟଣା ମନରୁ ନଲିଭୁଣୁ ଆଉ ଏକ ଘଟଣା ସାମ୍ମାକୁ ଆସିଛି । ଗତକାଲି ଉନ୍ନାଓ ପୀଡିତାଙ୍କର ମୃତ୍ୟୁ ହୋଇଥିବା ବେଳେ ସେହି ଉନ୍ନାଓରୁ ଆଉ ଏକ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି । ୩ ବର୍ଷର ନାବାଳିକାଙ୍କୁ ଜଣେ ନାବାଳକ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।
ଉନ୍ନାଓର ମାଖି ଅଞ୍ଚଳରେ ଘଟିଛି ଏହି ଘଟଣା । ଦୁଷ୍କର୍ମ ଉଦ୍ୟମ ବେଳେ ସ୍ଥାନୀୟ ଲୋକେ ପିଲାଟିକୁ ଉଦ୍ଧାର କରିବା ସହିତ ଅଭିଯୁକ୍ତକୁ ପୋଲିସର ଜିମା ଦେଇଛନ୍ତି । ପୋକ୍ସୋ ଆକ୍ଟ ଆଧାରରେ ଅଭିଯୁକ୍ତକୁ ପୋଲିସ ଗିରଫ କରି ଘଟଣାର ତଦନ୍ତ କରୁଛି ।
Related Posts
ବ୍ରହ୍ମପୁର: ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍ ଘଟଣାରେ ଜଣେ ଗିରଫ
18 January 2021