ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
12/08/2018 at 11:13 AM

ଗଜପତି ମୋହନା ବ୍ଲକ ଅଡବା ଥାନା ଡେକାପଙ୍କା ଗାଁର ଘଟଣା । ସେହି ଗାଁର ଯୁବକ ଏନ୍ତେରିୟ ପରିଚ୍ଛା ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ନାବାଳିକା ଜଣକ ଗତକାଲି ପାଣିଗଣ୍ଠା ହାଟରୁ ଗାଁକୁ ଫେରୁଥିବାବେଳେ ସଂପୃକ୍ତ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ ।ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ