Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବରିଷ୍ଠ IAS ସ୍ତରରେ ଛୋଟ ଧରଣର ଅଦଳବଦଳ: ସ୍ବାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ବଦଳି

13/05/2020 at 8:30 PM

ଭୁବନେଶ୍ବର୧୩/୫: ବରିଷ୍ଠ IAS ସ୍ତରରେ ଛୋଟ ଧରଣର ଅଦଳବଦଳ। ବଦଳିଲେ ସ୍ବାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ। ଶକ୍ତି ବିଭାଗର ପ୍ରମୁଖ ସଚିବ ହେଲେ ନିକୁଞ୍ଜ ବିହାରୀ ଧଳ। ସନ୍ତୋଷ ଷଡ଼ଙ୍ଗୀ ହେଲେ ବିଜ୍ଞାନ ଓ ବୈଷୟିକ ବିଭାଗ ସଚିବ। ବିଷ୍ଣୁପଦ ସେଠୀ ହେଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ସଚିବ।

   Related Posts