Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଏକୁଟିଆ ବୁଲୁଥିବା ବେଳେ ନାବାଳକଙ୍କୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍

11/03/2020 at 2:59 PM

ନୀଳଗିରି ୧୧।୩: ବାଲେଶ୍ବର ଜିଲ୍ଲା ଖଇରା ଚାଇଲ୍ଡ ଲାଇନ ଦ୍ବାରା ମିତ୍ରପୁର ବଜାରରୁ ଜଣେ ନାବାଳକ ଉଦ୍ଧାର ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ନାବାଳକ ଜଣଙ୍କ ମିତ୍ରପୁର ବଜାରରେ ଏକୁଟିଆ ବୁଲୁଥୁବା ସ୍ଥାନୀୟ ଲୋକ ଦେଖିଥିଲେ । ତେବେ ସନ୍ଦେହ ହେବାକୁ ଚାଇଲ୍ଡ ଲାଇନକୁ ଖବର ଦେଇଥିଲେ । ଖବର ପାଇ ଚାଇଲ୍ଡ ଲାଇନ କର୍ମଚାରୀ ପହଞ୍ଚିଥିଲେ । ସେଠାରୁ ନାବାଳକଙ୍କୁ ଉଦ୍ଧାର କରି ନୀଳଗିରି ଥାନାକୁ ଆଣି ରିପୋର୍ଟ କରି ବାଲେଶ୍ବରକୁ ନେଇଛନ୍ତି। ନାବାଳକଙ୍କ ଘର ଭଦ୍ରକ ଜିଲ୍ଲା ଝାଟିଆ ଗାଁର ବୋଲି ସୂଚନା ମିଳିଛି ।

   Related Posts