Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର

22/10/2021 at 2:23 PM

ଜଗତସିଂହପୁର ୨୨।୧୦: ଖେଳୁଥିବା ଦେବୀ ନଦୀରେ ବୁଡିଗଲେ ପଞ୍ଚମ ଶ୍ରେଣୀ ଛାତ୍ର । ଜଗତସିଂହପୁର ସଦର ଥାନା କୋରୁଆ ସଲାଣ୍ଟି ଗାଁରେ ଘଟିଛି ଏଭଳି ଅଘଟଣ । ଅନ୍ୟ ତିନି ଜଣ ସାଙ୍ଗ ଉଦ୍ଧାର ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଜଗତସିଂହପୁର ସଦର ଥାନା କୋରୁଆ ସଲାଣ୍ଟି ଗାଁରେ ଅଘଟଣ । ସାଙ୍ଗମାନଙ୍କ ସହ ଖେଳୁଥିବା ବେଳେ ଦେବୀ ନଦୀରେ ବୁଡିଗଲେ ପଞ୍ଚମ ଶ୍ରେଣୀ ଛାତ୍ର । ଫଳରେ ତାଙ୍କର ମୃତ୍ୟୁ  ହୋଇଛି।  ଅନ୍ୟ ତିନି ଜଣ ସାଙ୍ଗ ଉଦ୍ଧାର ହୋଇଛନ୍ତି । ମୃତ ଛାତ୍ର କୋରୁଆ ସଲାଣ୍ଟି ଗାଁର ଅଜୟ ମଳିକଙ୍କ ପୁଅ କାର୍ତ୍ତିକ ମଲିକ ।  ଗୁରୁତର ଅବସ୍ଥାରେ ଜଗତସିଂହପୁର ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣା ଯାଇଥିବା ବେଳେ ଡାକ୍ତରଙ୍କ ଦ୍ବାରା ମୃତ ଘୋଷଣା କରାଯାଇଛି ।

   Related Posts