ନିର୍ମାଣଧୀନ ଘର ତାଜା ପଡି ୯ ବର୍ଷର ବାଳକର ମୃତ୍ୟୁ

Published By : Prameya-News7 Bureau | June 03, 2018 IST

କାମାକ୍ଷାନଗର କଙ୍କଡାହାଡ ଥାନା କନ୍ଧରା ଗାଁରେ ଅଘଟଣ ... ନିର୍ମାଣଧୀନ ଘର ତାଜା ପଡି ୯ ବର୍ଷର ବାଳକର ମୃତ୍ୟୁ ହୋଇଛି ... ମୃତକ ନାବାଳକ ହେଲେ ଗଣେଶ ବେହେରା ... ଗଣେଶ ଖେଳୁଥିବା ବେଳେ ଖସି ପଡିଥିଲା ତାଜା ... ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି ... ଗଣେଶଙ୍କ ମୃତ୍ୟୁକୁ ନେଇ ପରିବାର ଓ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.