Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ସାଇକେଲରେ ଶୌଚ ହେବାକୁ ଯାଉଥିବା ବେଳେ ଟ୍ରାକ୍ଟର ଚାପାରେ ନାବାଳକଙ୍କ ମୃତ୍ୟୁ

16/09/2019 at 1:57 PM

ବ୍ରହ୍ମପୁର ୧୬/୯: ଟ୍ରାକ୍ଟର ଚାପାରେ ନାବାଳକଙ୍କ ମୃତ୍ୟୁ ଘଟିଛି। ପୋଲସରା ଥାନା ଅନ୍ତର୍ଗତ ବଡପଙ୍କଳ ବାଡ଼ିରେ ଅଘଟଣ ଘଟିଛି। ମୃତ ନାବାଳକ ହେଉଛନ୍ତି ପପୁ ପ୍ରଧାନ।

ଗଣେଷ ମୂର୍ତ୍ତି ବିସର୍ଜନ ପାଇଁ ଯାଉଥିଲା ଟ୍ରାକ୍ଟର। ନିଜ ସାଙ୍ଗ ସହ ସାଇକେଲରେ ଶୌଚ ହେବାକୁ ଯାଉଥିବା ବେଳେ ଟ୍ରାକ୍ଟର ପଛ ଚକାରେ ଚାପି ହୋଇଯାଇଥିଲେ। ଦୁର୍ଘଟଣା ପରେ ରାସ୍ତାରେ ମୃତଦେହ ରଖି ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ପୋଲସରା ବିଧାୟକ  ପହଞ୍ଚି ଲୋକଙ୍କୁ ବୁଝାସୁଝା ପରେ ରାସ୍ତାରୋକ ହଟିଛି।

   Related Posts