Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସ୍କୁଲ ଭିତରୁ ନାବାଳକ ଛାତ୍ରଙ୍କ ଦଗ୍ଧ ମୃତଦେହ ଉଦ୍ଧାର

5/06/2018 at 10:51 AM

ରାଉରକେଲା ବିଶ୍ରା ଅଂଚଳରେ ଚାଞ୍ଚଲ୍ୟ ! ସ୍କୁଲ ଭିତରୁ ମିଳିଲା ନାବାଳକ ଛାତ୍ରଙ୍କ ଦଗ୍ଧ ମୃତଦେହ | ବିଶ୍ରା ଉପରବାହାଲ ପ୍ରାଥମିକ ବିଦ୍ୟାଳୟ କୋଠରୀରୁ ଛାତ୍ରଙ୍କ ଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି | ମୃତକ ନାବାଳକଙ୍କ ବୟସ ୧୩ ବର୍ଷ | ଘଟଣାର କାରଣ ସ୍ପଷ୍ଟ ହୋଇନାହିଁ | ହେଲେ ନାବାଳକଙ୍କ ପରିବାର ତରଫରୁ ହତ୍ୟା ଅଭିଯୋଗ କରାଯାଇଛି | ଏନେଇ ବିଶ୍ରା ଥାନାରେ ମାମଲା ରୁଜ୍ଜୁ କରାଯାଇଛି | ପୋଲିସ ଘଟଣାର ତଦନ୍ତ କରୁଛି |

Leave a Reply

   Related Posts