Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ଦୋକାନରୁ ଚୋରି କରି ନିର୍ଧୁମ ଛେଚା ଖାଇଲେ ନାବାଳକ

10/01/2019 at 1:20 PM

ବାଲେଶ୍ବର ୧୦|୧:  ଦୋକାନରୁ ଚୋରି କରି ନିର୍ଧୁମ ଛେଚା ଖାଇଲେ ନାବାଳକ । ବାଲେଶ୍ବର ନୀଳଗିରି ଥାନା ସଜନାଗଡ଼ ଅଂଚଳର ଘଟଣା । ଗଣେଶ୍ବର  ବେହେରାଙ୍କ ଷ୍ଟେସନାରୀ ଦୋକାନରୁ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ଜମୁଡିହା ପଂଚାୟତ ନୂଆସାହି ଗାଁର ଜଣେ ନାବାଳକଙ୍କୁ ଚୋରି ସନ୍ଦେହରେ ଗ୍ରାମବସୀ ଅଟକ ରଖିଥିଲେ । ପରେ ନିର୍ଧୁମ ଛେଚିବା ପରେ ସେ ସତକଥା ମାନିଥିଲା । ଟଙ୍କା ଲୁଚାଇବା ସ୍ଥାନକୁ ନେବାପରେ ଟଙ୍କା ଉଦ୍ଧାର କରାଯାଇଛି । ପରେ ଗାଁ ଲୋକ ପୋଲିସ କୁ ଖବର ଦେବାପରେ ନାବାଳକକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଦେକାନରୁ ଚୋରି କରିଥିବା ନାବଳକ ସ୍ବୀକାର କରିଛି ।

   Related Posts