Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାପା ଦେଲେନି ମୋବାଇଲ, ବେକରେ ରଶି ଲଗାଇ ଝୁଲିପଡିଲେ ନାବାଳକ

24/08/2020 at 12:47 PM

ନବରଙ୍ଗପୁର ୨୪।୮: ନବରଙ୍ଗପୁରରେ ନବମ ଶ୍ରେଣୀ ଛାତ୍ରର ଆତ୍ମହତ୍ୟା । ବାପା ମୋବାଇଲ ନଦେବାରୁ ପୁଅ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ନାବାଳକଙ୍କର ନାଁ ତରୁଣ ଗଣ୍ଡ । ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଜାମଦରା ଗାଁରେ ଘଟିଛି ଏଭଳା ଅଭାବନୀୟ ଘଟଣା ।

ବାପାଙ୍କୁ ମୋବାଇଲ ମାଗିଥିଲେ ପୁଅ । ବାପା ନଦେବାରୁ ନବର ଶ୍ରେଣୀ ଛାତ୍ର ଜଣଙ୍କ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

   Related Posts