Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ରାଉରକେଲା ଏସପିଙ୍କ ନାଁ ଫେକ୍ ଫେସବୁକ୍ ଆକାଉଣ୍ଟ ଖୋଲି ହଡପ କରୁଥିଲେ ଟଙ୍କା, ଗିରଫ କଲା ପୋଲିସ

16/06/2020 at 3:21 PM

ରାଉରକେଲା ୧୬।୬: ରାଉରକେଲା ଏସପିଙ୍କ ନାଁ ଫେକ୍ ଫେସବୁକ୍ ଆକାଉଣ୍ଟ ଖୋଲି ବିଭିନ୍ନ ଲୋକଙ୍କ ଠାରୁ ମୋଟା ଅଙ୍କର ଅର୍ଥ ମାଗୁଥିବା ଅଭିଯୋଗ ପଶ୍ଚିମ ଓଡିଶାର ଜଣେ ନାବାଳକ ଗିରଫ ହୋଇଛନ୍ତି । ଉଦିତନଗର ପୋଲିସ ନାବାଳଙ୍କୁ ଗିରଫ କରିଛି । ନାବାଳକ ନାଁରେ ଆଗରୁ ଅନେକ ଅନଲାଇନ ଠକେଇ ମାମଲା ରହିଛି । ପୂର୍ବରୁ ନାବାଳକ ଜଣଙ୍କ ସମ୍ବଲପୁର ଜିଲ୍ଲାପାଳ ସୁଭମ ସକସେନା ।

ବର୍ତ୍ତମାନର ସମ୍ବଲପୁର ଏସପି ବିଶାଲ କନୌର ସିଂ ଏବଂ ବର୍ତ୍ତମାନର ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ନାଁରେ ମଧ୍ୟ ଫେକ୍ ଆକାଉଣ୍ଟ ଖୋଲି ବିଭିନ୍ନ ଆଳ ଦେଖାଇ ଅନେକ ମୋଟା ଅଙ୍କର ଟଙ୍କା ହଡପ କରିଥିଲେ । ନାବାଳକ ବାପାଙ୍କ ଆକାଉଣ୍ଟ ନମ୍ବରକୁ ଟ୍ରାନ୍ସଫର ଟଙ୍କା ହେଉଥିଲା । ନାବାଳକ ଜଣଙ୍କ ନାମୀ ଦାମୀ ଗାଡି କିଣିଥିବା ଜଣାପଡିଛି । ଉଦିତନଗର ପୋଲିସ ନାବାଳକକୁ ଗିରଫ କରିବା ସହ ନାବାଳକର ମୋବାଇଲ ସିଜ୍ କରି ତଦନ୍ତ ଚଳାଇଛି ।

   Related Posts