Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍ ଅଧିବେଶନ: ଜାନୁଆରୀ ୩୧ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ଫେବୃଆରୀ ୧ରେ ଉପସ୍ଥାପନ ହେବ ବଜେଟ୍
  • ||
  • IPL 2022: ନିଜ ଟିମ୍‌ର ନାମ ଘୋଷଣା କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି, ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ଲକଡାଉନରେ ଅଟକିବନି ଟ୍ରକ୍ : ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଟ୍ରକ୍ ଯାତାୟାତ ପାଇଁ ଅନୁମତି ଦେଲେ ଗୃହ ମନ୍ତ୍ରଣାଳୟ

13/04/2020 at 6:10 PM

ନୂଆଦିଲ୍ଲୀ ୧୩/୪: ଭାରତରେ କରୋନା ଭାଇରସର ଆତଙ୍କ ବଢ଼ି ବଢ଼ି ଚାଲିଛି। ଏବେ ସୁଦ୍ଧା ୮୫୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗୋଟିଏ ଦିନରେ ୧୪୧ଜଣ ସୁସ୍ଥ ହୋଇଛନ୍ତି। ମୋଟ ୯,୧୫୨ ମାମଲା ଆସିଛି। ୩୦୮ଜଣଙ୍କ ମୃତ୍ୟୁ ହୋଇସାରିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ଲଭ ଅଗ୍ରଓ୍ବାଲ୍ କହିଛନ୍ତି ଯେ ଏବେ ସୁଦ୍ଧା ଦେଶରେ ୩୦କୋଟିରୁ ଅଧିକ ଲୋକଙ୍କୁ ୨୮୨୫୬କୋଟି ଟଙ୍କାର ଆର୍ଥିକ ସାହାଯ୍ୟ ଦିଆଯାଇଛି।

ଗୃହ ମନ୍ତ୍ରଣାଳୟ କହିଛନ୍ତି ଯେ ରାସନ ପହଞ୍ଚାଉଥିବା ଲୋକଙ୍କୁ କୌଣସି ଧରଣର ସମସ୍ୟା ହେବା ଅନୁଚିତ୍। ଯେଉଁମାନେ ସୂକ୍ଷ୍ମ,ଲଘୁ ଏବଂ ମଧ୍ୟ ଉଦ୍ୟମ ଜରିଆରେ ଜରୁରୀ ସେବା ପାଇଁ କାମ କରୁଛନ୍ତି। ତାଙ୍କ କାମରେ ରୋକଠୋକ ହେବା ଅନୁଚିତ୍। ଗୃହ ମନ୍ତ୍ରଣାଳୟର ସଚିବ ପୁଣ୍ୟ ସଲୀଳା ଶ୍ରୀବାସ୍ତବ କହିଛନ୍ତି ଯେ ଟ୍ରକଗୁଡ଼ିକୁ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବା ପାଇଁ ଅନୁମତି ରହିଛି। ଟ୍ରକରେ ଡ୍ରାଇଭର ଏବଂ ତାଙ୍କ ସହ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଯିବାର ମଞ୍ଜୁରୀ ମିଳିଛି।

   Related Posts