ପିଆଜ ଦର ବୃଦ୍ଧିକୁ ଜାତୀୟ ବିପତ୍ତି କହିଲେ ଅତ୍ୟୁକ୍ତି କହିଲେ ଯୋଗାଣ ମନ୍ତ୍ରୀ
7/12/2019 at 11:17 PM

ଭୁବନେଶ୍ୱର ୦୭।୧୨ – ପିଆଜ ଦର ବୃଦ୍ଧିକୁ ଜାତୀୟ ବିପତ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହା କହିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ମହାରାଷ୍ଟ୍ରର ନାସିକରେ ପୂର୍ବରୁ ଗୋଟିଏ ଏକର ଜମିରୁ ୩ ଟନ୍ ପିଆଜ ଉତ୍ପାଦନ ହେଉଥିଲା , ହେଲେ ଏବେ ମାତ୍ର ୧୦ କୁଇଣ୍ଟାଲ୍ ଉତ୍ପାଦନ ହେଉଛି ।
ଜଳବାୟୁ ପରିବର୍ତ୍ତନ ଏବଂ ଅଦିନିଆ ବର୍ଷା ଯୋଗୁଁ ପିଆଜ ଉତ୍ପାଦନ ଅସ୍ବାଭାବିକ ଭାବେ କମିଛି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ । ତେବେ ରାଜ୍ୟ ସରକାର ଫେୟାର୍ ପ୍ରାଇସ୍ ସପ୍ ଦ୍ବାରା ଲୋକଙ୍କୁ କମ୍ ମୂଲ୍ୟରେ ପିଆଜ ଯୋଗାଣ କରୁଥିବା ମନ୍ତ୍ରୀ କହିଛନ୍ତି ।……
Related Posts
ଅଭାବନୀୟ : ଖେଳିବା ବେଳେ ଖାଲରେ ଖସିପଡିଲେ ୨ ଶିଶୁ, ଚାଲିଗଲା ଦୁହିଁଙ୍କ ଜୀବନ
26 February 2021
୩ ବଖରା ଘର ସହ ଜିଅଁନ୍ତା ଜଳିଗଲା ଗର୍ଭଣୀ ଗାଈ
26 February 2021