Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

‘କରୋନା ନ ଯିବା ଯାଏଁ ଅନ୍ନ ଛୁଇଁବିନି’, ଶପଥ ନେଲେ ମନ୍ତ୍ରୀ

22/07/2021 at 9:59 AM

ନୂଆଦିଲ୍ଲୀ, ୨୨/୦୭ :  କରୋନା ନଯିବା ଯାଏଁ ଅନ୍ନ ଛୁଇଁବି ନାହିଁ । ଏହା କୌଣସି ସିନେମାର ଡାଏଲଗ୍ ନୁହେଁ । ବରଂ ଏପରି କହିଛନ୍ତି ଉତ୍ତରପ୍ରଦେଶର ସରକାରର ନଗରବିକାଶ ରାଜ୍ୟମନ୍ତ୍ରୀ ମହେଶ ଗୁପ୍ତା । ଦେଶରୁ ମହାମାରୀ ଦୂର ନହେବା ଯାଏଁ ସେ ଅନ୍ନ ସ୍ପର୍ଶ କରିବେ ନାହିଁ ବୋଲି କହିଛନ୍ତି ।

ମହେଶ ଗୁପ୍ତା କହିଛନ୍ତି ଯେ,ଆତଙ୍କବାଦୀର ମୂଳୋତ୍ପଟନ ଲାଗି ସେ ଅନ୍ନ ଗ୍ରହଣ କରିବେ ନାହିଁ ବୋଲି ଶପଥ ନେଇଥିଲେ । ଫଳରେ ଦେଶରେ ଆତଙ୍କବାଦ କମୁଛି । ପ୍ରଧାନମନ୍ତ୍ରୀ ମୋଦୀ କେବଳ ରାଷ୍ଟ୍ରନାୟକ ନୁହେଁ ବରଂ ବିଶ୍ୱନାୟକ ମଧ୍ୟ । ମୋଦୀ ବ୍ରାଜିଲକୁ ସଞ୍ଜୀବନି ପ୍ରଦାନ କରିଛନ୍ତି । ଆମେରିକା ମଧ୍ୟ ମୋଦୀଙ୍କ ନୀତିକୁ ପ୍ରଶଂସା କରୁଛି ।

ସେ ଆହୁରି କହିଛନ୍ତି ଯେ, ଭାରତ ଭଳି ବିକାଶଶୀଳ ଦେଶ କରୋନା ଦ୍ୱିତୀୟ ଲହରକୁ ସମ୍ଭାଳିପାରିଛି । ତୃତୀୟ ଲହର ପାଇଁ ଉତ୍ତର ପ୍ରଦେଶ ପ୍ରସ୍ତୁତ ଅଛି । ଏହାସହ ସାରା ବିଶ୍ୱରୁ କରୋନା ଦୂର ନହେବା ଯାଏଁ ସେ ଅନ୍ନ ସ୍ପର୍ଶ କରିବେ ନାହିଁ ବୋଲି ମଧ୍ୟ କହିଛନ୍ତି ।

   Related Posts