Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ସାମାଜିକ ସେବା କାର୍ଯ୍ୟକ୍ରମର ଉଦଯାପନ ସମାରୋହ, କର୍ମୀଙ୍କୁ ଉତ୍ସାହିତ କଲେ ମନ୍ତ୍ରୀ

3/11/2021 at 1:04 PM

ଆଠଗଡ ୦୩/୧୧: ବିଜୁ ଜନତା ଦଳ ପକ୍ଷରୁ ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ଠାରୁ ଆରମ୍ଭ କରି ନଭେମ୍ବର ୨ ପର୍ଯ୍ୟନ୍ତ ଦୀର୍ଘ ଏକ ମାସ ଧାରି ଆଠଗଡ଼ ଓ ତିଗିରିଆ ନିର୍ବାଚନ ମଣ୍ଡଳୀରେ ଚାଲୁରହିଥିବା ରକ୍ତ ଦାନ, ଶ୍ରମ ଦାନ, ସଫେଇ କାମ ଓ ବୃକ୍ଷ ରୋପଣ ଭଳି ସାମାଜିକ ସେବା କାର୍ଯ୍ୟକ୍ରମର ଉଦଯାପନ ସମାରୋହ ହୋଇଯାଇଛି ।

ଏହି ଅବସରରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପୁଅ ଯୁବ ନେତା ଆଦିତ୍ୟ ପ୍ରତାପ ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଇ ପୁରସ୍କାର ପ୍ରଦାନ କରି କର୍ମୀମାନକୁ ଉତ୍ସାହିତ କରିଥିଲେ । ଦୀର୍ଘ ଏକ ମାସ ଧରି ଆଠଗଡ଼ ଏବଂ ତିଗିରିଆ ବ୍ଲକର ବିଭିନ୍ନ ପଞ୍ଚାୟତରୁ ମୋଟ୍ ୨୦୩୬ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ଏମିତି ସାମାଜିକ କାର୍ଯ୍ୟକ୍ରମ ଆଜୀବନ ଅବିବାହିତ ରହିବ ବୋଲି କହିଛନ୍ତ ଯୁବ ନେତା ଆଦିତ୍ୟ ପ୍ରତାପ ସ୍ବାଇଁ ।

   Related Posts