ଗଛକୁ ପିଟିଲା ମିନିବସ୍ : ଡ୍ରାଇଭର ଆହତ

Published By : Prameya-News7 Bureau | February 20, 2020 IST

ନୀଳଗିରି ୨୦/୨ : ବାଲେଶ୍ବର ଜିଲ୍ଲା ସେରଗଡ଼ ଉଦଳା ରାସ୍ତା ସାଆନ୍ତା ଛକରେ ଗଛକୁ ପିଟିଛି ମିନିବସ୍। 

ଆଜି ଭୋର ସମୟରେ ପଞ୍ଚଲିଙ୍ଗେଶ୍ବରରୁ ବାଲେଶ୍ଵରକୁ ପର୍ଯ୍ୟଟକ ଆଣିବାକୁ ଏକ ମିନି ବସ ଯାଉଥିବାବେଳେ  ଡ୍ରାଇଭରର ଆଖି ଲାଗିଯିବାରୁ ରାସ୍ତା ପାର୍ଶ୍ଵରେ ଥିବା ଏକ ଗଛକୁ ବାଡେଇଥିଲା।ଏଥିରେ  ଡ୍ରାଇଭର  ଆହତ ହୋଇ ବାଲେଶ୍ଵର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.