Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ସ୍ବାଭିମାନୀ ଜନ ନେତା ଅଶୋକ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ମିନି ମାରାଥନ୍

29/12/2018 at 3:19 PM

ଯାଜପୁର ୨୯|୧୨:  ସ୍ବାଭିମାନୀ ଜନନେତା ଅଶୋକ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ମିନି ମାରାଥନ ଆୟେ।ଜିତ ହେ।ଇଛି । ଯାଜପୁର ଜିଲ୍ଲା ବରୁଆ ଠାରୁ ଏହି ମାରାଥନ ଆରମ୍ଭ ହୋଇ ବାଳାଶ୍ରମ ପଡିଆରେ ଶେଷ ହେ।ଇଥିଲା ଏହି ମାରାଥନ୍ । ଏଥିରେ ୪ହଜାରରୁ ଅଧିକ ପ୍ରତିଯେ।ଗୀ ଯେ।ଗ ଦେଇଥିଲେ । ଏହାପରେ ସାସ୍କୃତିକ କାର୍ଯ୍ୟକ୍ରମର ଆୟେ।ଜନ କରାଯାଇଥିଲା । ଯାଜପୁରର ଅଧିଷ୍ଟାତ୍ରୀ ଦେବୀ ମା ବିରଜାଙ୍କ ପହଡ ଖୋଲିବା ପରେ ଅଶୋକ ଦାସ ସ୍କୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।

   Related Posts