Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଦିଘା ମୁହାଣରେ ବିକ୍ରି ହେଲା କୋଟିଏ ଟଙ୍କାର ତେଲିଆ ମାଛ

27/10/2021 at 8:32 AM

ଭୋଗରାଇ ୨୭/୧୦: ଓଡିଶା ସୀମାନ୍ତ ପଶ୍ଚିମବଙ୍ଗ ଦିଘା ମୁହାଁଣ ମତ୍ସ୍ୟ ଅବତରଣ କେନ୍ଦ୍ରରେ କୋଟିଏ ଟଙ୍କା ମୂଲ୍ୟର ତେଲିଆ ଭୋଲା ମାଛ ବିକ୍ରି । ଆଜି ଦିଘା ମୁହାଣରେ ୩୩ ଗୋଟି ତେଲିଆ ମାଛ ଏକ କୋଟି ଟଙ୍କାର ବିକ୍ରି ହୋଇଛି । ଏକ କିଲୋର ଏହି ତେଳିଆ ମାଛ ୧୨,୬୦୦ ଟଙ୍କାରେ ବିକ୍ରି ହୋଇଛି । ମା ବାସନ୍ତୀ ନାମକ ଏକ ଟ୍ରଲର ତେତିଶଟି ତେଲିଆ ଭୋଲା ଆଣିଥିଲେ । ଏହି ମାଛକୁ ଶ୍ୟାମସୁନ୍ଦର ଦାସଙ୍କ ଆଡତରେ ବିକ୍ରି ହୋଇଛି ।

   Related Posts