Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

କରୋନାରେ ମିଲ୍‌ଖା ସିଂହଙ୍କ ପତ୍ନୀଙ୍କ ପରଲୋକ, ଅନ୍ତିମ ସଂସ୍କାରରେ ସାମିଲ୍‌ ହୋଇପାରିଲେ ନାହିଁ ‘ଫ୍ଲାଇଂ ଶିଖ୍‌’

13/06/2021 at 9:42 PM

ଚଣ୍ଡିଗଡ଼ ୧୩/୬: ମହାନ ଭାରତୀୟ ଧାବକ ମିଲ୍‌ଖା  ସିଂହଙ୍କ ପତ୍ନୀ ନିର୍ମଳ କୌରଙ୍କ କରୋନାରେ ନିଧନ ହୋଇଯାଇଛ। ମୃତ୍ୟୁ ବେଳକୁ ତାଙ୍କୁ  ୮୫ ବର୍ଷ ହୋଇଥିଲା। ନିର୍ମଳ କୌର ପଞ୍ଜାବ ସରକାରରେ ଖେଳ ନିର୍ଦେଶକ (ମହିଳା) ଏବଂ ଭାରତୀୟ ମହିଳା ରାଷ୍ଟ୍ରୀୟ ଭଲିବଲ୍‌ ଟିମ୍‌ର ପୂର୍ବତନ ଅଧିନାୟକ ଥିଲେ। ସ୍ବାମୀ ମିଲ୍‌ଖା ସିଂହ ହସ୍ପିଟାଲରେ ଥିବାରୁ ତାଙ୍କର ଅନ୍ତିମ ସଂସ୍କାରରେ ​‌ସାମିଲ ହୋଇପାରିଲେ ନାହିଁ।  

ନିର୍ମଳ କୌରଙ୍କ ପରଲୋକ ହୋଇଥିବା ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଅପରାହ୍ଣ ୪ଟାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। କରୋନା ସହ ଶେଷ ପର୍ଯ୍ୟନ୍ତ ଲଢ଼େଇ କରିଥିଲେ ନିର୍ମଳ କୌର । ସେ ମିଲ୍‌ଖା ପରିବାରର ମେରୁଦଣ୍ଡ ଥିଲେ ବୋଲି ଶୋକସନ୍ତପ୍ତ ପରିବାର ପ୍ରକାଶ କରିଛି।

   Related Posts