Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଖୋର୍ଦ୍ଧା ରୋଡ୍ ଷ୍ଟେସନରେ ପହଞ୍ଚିଲା ସ୍ବତନ୍ତ୍ର ଟ୍ରେନ୍, କ୍ରିଷ୍ଣାଗିରିରୁ ଫେରିଲେ ପ୍ରବାସୀ ଓଡିଆ

24/05/2020 at 9:45 AM

ଖୋର୍ଦ୍ଧା ୨୪।୫: ପ୍ରବାସୀଙ୍କୁ ନେଇ ଫେରିଲା ଟ୍ରେନ୍ । କ୍ରିଷ୍ଣାଗିରିରୁ ପ୍ରବାସୀ ଓଡିଆଙ୍କୁ ଧରି ଆସିଥିବା ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍ ଖୋର୍ଦ୍ଧା ରୋଡ୍ ଷ୍ଟେସନରେ ଶନିବାର ବିଳମ୍ବିତ ରାତିରେ ପହଞ୍ଚିଛି ।

ଏହି ଟ୍ରେନରେ ୬ଟି ଜିଲ୍ଲାର ୧୪୬୩ ଜଣ ଫେରିଛନ୍ତି । ଏମାନଙ୍କ ମଧ୍ୟରୁ କଟକ ୫୫, ଗଞ୍ଜାମ ୧୨୯, ଜଗତସିଂହପୁର ୩୧, ଖୋର୍ଦ୍ଧା ୨୧, କେନ୍ଦ୍ରାପଡା ୪୫ ଏବଂ ପୁରୀ ରୁ ସର୍ବାଧିକ ୧୧୮୨ ଜଣ ରହିଛନ୍ତି ।

ଷ୍ଟେସନରେ ପହଞ୍ଚିବା ପରେ ଏମାନଙ୍କ ଥର୍ମାଲ ସ୍କ୍ରିନିଂ, ପଞ୍ଜୀକରଣ, ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା ଏବଂ ଡାହାଣ ହାତରେ ଷ୍ଟାମ୍ପ୍ ମରାଯାଇ ସ୍ବତନ୍ତ୍ର ବସ୍ ଯୋଗେ ନିଜ ଜିଲ୍ଲାକୁ ପଠାଇ ଦିଆଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ସେହିଭଳି କ୍ବାଏମ୍ବାଟୁରରୁ ଆସିଥିବା ସ୍ଵତନ୍ତ୍ର ଶ୍ରମିକ ଟ୍ରେନ୍ ଖୋର୍ଦ୍ଧାରୋଡ୍ ରେଳ ଷ୍ଟେସନରେ ଆସି ପହଞ୍ଚିଛି । ଏଥିରେ ପ୍ରାୟ ୩ ଶହ ପ୍ରବାସୀ ଓଡିଆ ଖୋର୍ଦ୍ଧା ରୋଡ୍ ଷ୍ଟେସନରେ ଓହ୍ଲାଇଛନ୍ତି ।

   Related Posts