ଭାରତୀୟ ବାୟୁସେନାର ମିଗ୍-୨୭ ବିମାନ ଦୁର୍ଘଟଣାଗ୍ରସ୍ତ

Published By : Prameya-News7 Bureau | March 31, 2019 IST

ଯୋଧପୁର ୩୧|୩ : ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ମିଗ୍ ୨୭ ଦୁର୍ଘଟଣାଗ୍ରସ୍ତ ହୋଇଛି । ରାଜସ୍ଥାନ ଯୋଧପୁରରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଆଜି ସକାଳେ ବିମାନଟି ଅଭ୍ୟାସ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।

wp:core-embed/twitter {"url":"https://twitter.com/ANI/status/1112254289219604480","type":"rich","providerNameSlug":"twitter","className":""}
https://twitter.com/ANI/status/1112254289219604480
/wp:core-embed/twitter

ଏହାପୂର୍ବରୁ ମାର୍ଚ୍ଚ ୮ତାରିଖରେ ମିଗ୍-୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନରୁ ପାଇଲଟ ସୁରକ୍ଷିତ ଭାବେ ଓହ୍ଲାଇପଡିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.