Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ପାକିସ୍ତାନ ବ୍ୟାନ୍ କଲା ମିୟା ଖଲିଫାଙ୍କ ଟିକଟକ୍ ଆକାଉଣ୍ଟ୍, ରାଗିଯାଇ ଏପରି କହିଲେ ଆଡଲ୍ଟ ଷ୍ଟାର୍

25/05/2021 at 2:20 PM

ନୂଆଦିଲ୍ଲୀ ୨୫/୦୫: ଆଡଲ୍ଟ ଷ୍ଟାର ଥିବା ମିୟା ଖଲିଫା ଆଜିକାଲି ଖୁବ୍ ଚର୍ଚ୍ଚାରେ । କିଛି ଦିନ ପୂର୍ବରୁ ମିୟା କୃଷକ ଆନ୍ଦୋଳନକୁ ନେଇ ଆଲୋଚନା ହୋଇଥିଲେ। ବର୍ତ୍ତମାନ ସେ ଚର୍ଚ୍ଚାରେ ଆସିବା କାରଣ ହେଉଛି ଟିକଟକ୍ । ମିୟା ଖଲିଫାଙ୍କ ଟିକଟକ୍ ଆକାଉଣ୍ଟ ଉପରେ ପାକିସ୍ତାନରେ ପ୍ରତିବନ୍ଧକ ଲଗାଯାଇଛି। ଯେଉଁଥିପାଇଁ ମିୟା ଖୁବ୍ ରାଗିଯାଇନ୍ତି ଏବଂ ସୋସିଆଲ ମିଡିଆ ମାଧ୍ୟମରେ ପାକିସ୍ତାନ ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

PunjabKesari

ମିୟା ଟ୍ୱିଟ୍ କରି ଲେଖିଛନ୍ତି, ‘ ପାକିସ୍ତାନୀମାନଙ୍କୁ ମୋର ଟିକଟକ୍ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ସ୍ୱର ଉତ୍ତୋଳନ କରିବା ଉଚିତ୍। ବର୍ତ୍ତମାନଠାରୁ ମୁଁ ମୋର ପାକିସ୍ତାନୀ ଫ୍ୟାନ୍ସମାନଙ୍କ ପାଇଁ ଟ୍ୱିଟରରେ ମୋର ସମସ୍ତ ଟିକଟକ୍ ପୋଷ୍ଟ କରିବି, ଯେଉଁମାନେ ଫାସିବାଦକୁ ଦୂର କରିବାକୁ ଚାହୁଁଛନ୍ତି। ‘

ପାକିସ୍ତାନରେ ଟିକଟକ୍ ଆକାଉଣ୍ଟ ଉପରେ ନିଷେଧାଦେଶ ଉପରେ ମିୟା କହିଛନ୍ତି ଯେ ତାଙ୍କୁ ଏ ବିଷୟରେ କୌଣସି ସୂଚନା କିମ୍ବା ଚେତାବନୀ ଦିଆଯାଇ ନଥିଲା। ହଠାତ୍ ତାଙ୍କ ଆକାଉଣ୍ଟକୁ ନିଷେଧ କରାଯାଇଥିଲା, ଯାହା ସମ୍ପୂର୍ଣ୍ଣ ଭୁଲ୍ । ମିୟାଙ୍କ ଟ୍ୱିଟ ପରେ ପାକିସ୍ତାନର ଏହି ନିଷ୍ପତ୍ତିକୁ ଫ୍ୟାନ୍ସମାନେ ମଧ୍ୟ ବିରୋଧ କରୁଛନ୍ତି।

ସୂଚନା ଅନୁଯାୟୀ, କଣ୍ଟେଣ୍ଟ୍ ସେନ୍ସରସିପ୍ ଅଧୀନରେ ପାକିସ୍ତାନରେ ମିୟା ଖଲିଫାଙ୍କ ଟିକଟକ୍ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇଛି। ତେବେ ତାଙ୍କୁ କୌଣସି ପ୍ରକାରର ସୂଚନା ଦିଆଯାଇ ନ ଥିବାରୁ ମିୟା ଅସନ୍ତୁଷ୍ଟ ଅଛନ୍ତି। ଏହି କାରଣରୁ ମିୟା ଟ୍ୱିଟ୍ କରି ପାକିସ୍ତାନ ଉପରେ ନିଜର କ୍ରୋଧ ବାହାର କରିଛନ୍ତି।

   Related Posts