ପର୍ଣ୍ଣ ଫିଲ୍ମରେ କାମ କରିବା ପୂର୍ବରୁ ମିୟା ଖଲିଫା କରୁଥିଲେ ଏହି କାମ…

Published By : Prameya-News7 Bureau | May 26, 2019 IST

ଆଡଲ୍ଟ ଫିଲ୍ମ ଇଣ୍ଡଷ୍ଟ୍ରିରେ ସବୁଠୁ ପପୁଲାର ପର୍ଣ୍ଣ ଷ୍ଟାରଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମିୟା ଖଲିଫା । ନିଜ ଇଂଡିୟାନ ଲୁକ୍‌ ପାଇଁ ସେ ଭାରତରେ ବେଶ ଚର୍ଚ୍ଚିତ।

{"id":116040}

୧୯୯୩ ମସିହା ଫେବୃଆରୀ ମାସ ୧୦ ତାରିଖରେ ମିୟାଙ୍କ ଜନ୍ମ ଲେବନାନରେ ହୋଇଥିଲା । ପରେ ସେ ତାଙ୍କ ପରିବାର ସହ ଆମେରିକା ଯାଇଥିଲେ।

{"id":116041}

ତାଙ୍କ ଅସଲି ନାଁ ହେଉଛି କୈଲିସ୍ତା। ପର୍ଣ୍ଣ ଇଂଣ୍ଡଷ୍ଟ୍ରିରେ ପାଦ ଦେବା ପରେ ସେ ତାଙ୍କ ନାଁ ବଦଳାଇ ମିୟା ଖଲିଫା ରଖିଥିଲେ।

{"id":116042}

ପର୍ଣ୍ଣ ଫିଲ୍ମରେ କାମ କରିବା ପୂର୍ବରୁ ସେ ଫାଷ୍ଟ ଫୁଡ୍‌ ରେସ୍ତରୋଁରେ କାମ କରୁଥିଲେ। ସେଠାରେ ଜଣେ ଗ୍ରାହକ ତାଙ୍କୁ ପର୍ଣ୍ଣ ପିଲ୍ମରେ ଅଭିନୟ କରିବା ପାଇଁ ଅଫର ଦେଇଥିଲେ।

{"id":116043}

୨୦୧୧ ମସିହାରେ ମିୟା ଜଣେ ଆମେରିକାନ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ୨୦୧୪ମସିହାରେ ଉଭୟ ଅଲଗା ହୋଇଥିଲେ ଓ ୨୦୧୬ ମସିହାରେ ଦୁହେଁଙ୍କର ଛାଡପତ୍ର ହୋଇଥିଲା।

{"id":116044}

୨୦୧୪ ମସିହାରେ ଫେମସ ପର୍ଣ୍ଣ ୱେବସାଇଟ୍‌ ମିୟା ଖଲିଫାକୁ ବେଷ୍ଟ ପର୍ଣ୍ଣ ଷ୍ଟାର ବୋଲି ଘୋଷଣା କରିତଥିଲା।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.