Monday, September 16, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପର୍ଣ୍ଣ ଫିଲ୍ମରେ କାମ କରିବା ପୂର୍ବରୁ ମିୟା ଖଲିଫା କରୁଥିଲେ ଏହି କାମ…

ଆଡଲ୍ଟ ଫିଲ୍ମ ଇଣ୍ଡଷ୍ଟ୍ରିରେ ସବୁଠୁ ପପୁଲାର ପର୍ଣ୍ଣ ଷ୍ଟାରଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମିୟା ଖଲିଫା । ନିଜ ଇଂଡିୟାନ ଲୁକ୍‌ ପାଇଁ ସେ ଭାରତରେ ବେଶ ଚର୍ଚ୍ଚିତ।

୧୯୯୩ ମସିହା ଫେବୃଆରୀ ମାସ ୧୦ ତାରିଖରେ ମିୟାଙ୍କ ଜନ୍ମ ଲେବନାନରେ ହୋଇଥିଲା । ପରେ ସେ ତାଙ୍କ ପରିବାର ସହ ଆମେରିକା ଯାଇଥିଲେ।

ତାଙ୍କ ଅସଲି ନାଁ ହେଉଛି କୈଲିସ୍ତା। ପର୍ଣ୍ଣ ଇଂଣ୍ଡଷ୍ଟ୍ରିରେ ପାଦ ଦେବା ପରେ ସେ ତାଙ୍କ ନାଁ ବଦଳାଇ ମିୟା ଖଲିଫା ରଖିଥିଲେ।

ପର୍ଣ୍ଣ ଫିଲ୍ମରେ କାମ କରିବା ପୂର୍ବରୁ ସେ ଫାଷ୍ଟ ଫୁଡ୍‌ ରେସ୍ତରୋଁରେ କାମ କରୁଥିଲେ। ସେଠାରେ ଜଣେ ଗ୍ରାହକ ତାଙ୍କୁ ପର୍ଣ୍ଣ ପିଲ୍ମରେ ଅଭିନୟ କରିବା ପାଇଁ ଅଫର ଦେଇଥିଲେ।

୨୦୧୧ ମସିହାରେ ମିୟା ଜଣେ ଆମେରିକାନ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ୨୦୧୪ମସିହାରେ ଉଭୟ ଅଲଗା ହୋଇଥିଲେ ଓ ୨୦୧୬ ମସିହାରେ ଦୁହେଁଙ୍କର ଛାଡପତ୍ର ହୋଇଥିଲା।

୨୦୧୪ ମସିହାରେ ଫେମସ ପର୍ଣ୍ଣ ୱେବସାଇଟ୍‌ ମିୟା ଖଲିଫାକୁ ବେଷ୍ଟ ପର୍ଣ୍ଣ ଷ୍ଟାର ବୋଲି ଘୋଷଣା କରିତଥିଲା।     

478 Views

   ସମ୍ବନ୍ଧିତ ଖବର