Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

Mi Credit: ମାତ୍ର ୧୦ ମିନିଟ୍‌ରେ ଏକ ଲକ୍ଷ ପର୍ଯ୍ୟନ୍ତ ମିଳିବ ଲୋନ୍, ସୁଧ କେବଳ ୧.୩୫ ପ୍ରତିଶତ

3/12/2019 at 7:58 PM

ନୂଆଦିଲ୍ଲୀ୩/୧୨: xiaomi ଭାରତରେ ଏମଆଇ କ୍ରେଡିଟ୍‌ ଲଞ୍ଚ କରିଛି। ଏମଆଇ ‘ପେ’ ପରେ xiaomi ପୁଣି ଥରେ ଫାଇନାନ୍ସସିଆଲି ସର୍ଭିସ୍‌ ଆରମ୍ଭ କରିଛି। ଏମଆଇ କ୍ରେଡିଟ୍‌ରେ କୌଣସି ବି ବ୍ୟକ୍ତି ୧୦ ମିନିଟ୍‌ରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପର୍ସନାଲ ଲୋନ କରି ପାରିବେ। ଏମଆଇ କ୍ରେଡିଟ୍ ଆପ୍‌ରେ ଅନଲାଇନ ମାଧ୍ୟମରେ ଲୋନ କରି ପାରିବେ। ଏମଆଇ କ୍ରେଡିଟ୍‌ରେ ଟଙ୍କା ନେଣଦେଣ ଲାଗି xiaomi କମ୍ପାନୀ ଆଦିତ୍ୟ ବିର୍ଲା ଫାଇନାନ୍ସ ଲିମିଟେଡ୍‌ ମନି ଭ୍ୟୁ, ଆର୍ଲି ସାଲାରୀ ଓ ଜେଷ୍ଟମନି ସହ ଯୁକ୍ତି କରିଛି।

ସର୍ବପ୍ରଥମେ ଗୁଗ୍‌ଲ ପ୍ଲେ ଷ୍ଟୋରରୁ ଏମଆଇ କ୍ରେଡିଟ୍ ଆପ୍‌ ଡାଉନ କରିବାକୁ ହେବ। ଏହାପରେ ଆପ୍‌ରେ ମାଗିଥିବା ଆବଶ୍ୟକୀୟ  ଆଡ୍ରେସ୍‌  ପ୍ରୁଫ୍‌, ପ୍ୟାନ କାର୍ଡ ଏବଂ ସେଲଫି ଫଟୋ ଅପଲୋଡ୍ କରିବାକୁ ହେବ। ଏହା ପରେ ଆବେଦନକାରୀଙ୍କ କ୍ରେଡିଟ୍ ସ୍କୋର ଚେକ୍‌ କରାଯିବ। କ୍ରେଡିଟ୍‌ ସ୍କୋର ଆଧାରରେ ଆପଣଙ୍କୁ ଏକ ଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତ ଲୋନ ମିଳି ପାରିବ।

ଏହି ଲୋନ ଉପରେ ମାସିକ ୧.୩୫ ପ୍ରତିଶତ ହାରରେ ସୁଧ ଦେବାକୁ ହେବ। ଏହି ଲୋନ ଉପରେ ବାର୍ଷିକ ୧୬.୨ ପ୍ରତିଶତ ହାରରେ ସୁଧ ଦେବାକୁ ହେବ। ଏହି ଏମଆଇ କ୍ରେଡିଟ୍ ସେବା ୧୦ ରାଜ୍ୟ ଓ ୧୫୦୦ ପିନ୍‌ କୋଡ୍‌ରେ ଉପଲବ୍ଧ ହେଉଛି। ଅଧିକ ସୂଚନା ପାଇବାକୁ ଚାହୁଁଥିଲେ ଏମଆଇ ଆପ୍‌ ଲୋଡ କରି ଜାଣି ପାରିବେ।

   Related Posts