ରେର୍କଡ ଭାଙ୍ଗୁଛି ବର୍ଷା, ଆହୁରି ୬ ଘଣ୍ଟା ଟ୍ୱିନସିଟିରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆକଳନ

Published By : Prameya-News7 Bureau | September 13, 2021 IST

ଭୁବନେଶ୍ୱର ୧୩/୦୯: ଗତ ୨୪ ଘଣ୍ଟା ମଧ୍ୟ୍ୟରେ ରାଜଧାନୀରେ ୧୯୩ ମିଲିମିଟର ବର୍ଷା ରେକର୍ଡ ହୋଇଛି । ୧୨ ତାରିଖ ସକାଳ ୮.୩୦ ରୁ ୧୩ ତାରିଖ ଭୋର ୬.୩୦ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇଛି । ଆସନ୍ତା ୬ ଘଣ୍ଟା ମଦ୍ୟରେ ଭୁବନେଶ୍ୱର ଓ କଟକରେ ଆହୁରି ପ୍ରବଳ ବର୍ଷା ହେବ ।

ଏନେଇ ସୂଚନା ଦେଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର । କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟ ହେବାର ସମ୍ଭାବନା ରହିଛି । ଭୁବନେଶ୍ୱର ଛଡ଼ା ପୁରୀରେ ସର୍ବାଧିକ ୩୨୯ ମିଲିମିଟର ବର୍ଷା ଓ ପାରାଦିପରେ ମଧ୍ୟ ୨୧୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.